Advertisment

କିଏ ଗଢ଼ିବ ସରକାର : ଏକଜିଟ୍‌ ପୋଲ୍‌ ଫଳାଫଳ

ନୂଆଦିଲ୍ଲୀ: ଶେଷ ହୋଇଛି ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ। ଏବେ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ। ଆସନ୍ତା ୨୩ ତାରିଖରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ବିଜେପି ନେତୃତ୍ୱରେ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମସ୍ତଙ୍କୁ ଜଳକା କରି କେନ୍ଦ୍ରରେ ସରକାର ଗଠନ କରିବାକୁ ସକ୍ଷମ ହେବ, ତାହା ଜାଣିବାକୁ ଦେଶବ୍ୟାପୀ ଉତ୍କଣ୍ଠା ରହିଛି। ଜନତା ଜନାର୍ଦ୍ଦନ ନେଇଥିବା ନିଷ୍ପତ୍ତି ଆସନ୍ତା ୨୩ ତାରିଖରେ […]

କିଏ ଗଢ଼ିବ ସରକାର : ଏକଜିଟ୍‌ ପୋଲ୍‌ ଫଳାଫଳ

jj

Advertisment

ନୂଆଦିଲ୍ଲୀ: ଶେଷ ହୋଇଛି ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ। ଏବେ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ। ଆସନ୍ତା ୨୩ ତାରିଖରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ବିଜେପି ନେତୃତ୍ୱରେ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମସ୍ତଙ୍କୁ ଜଳକା କରି କେନ୍ଦ୍ରରେ ସରକାର ଗଠନ କରିବାକୁ ସକ୍ଷମ ହେବ, ତାହା ଜାଣିବାକୁ ଦେଶବ୍ୟାପୀ ଉତ୍କଣ୍ଠା ରହିଛି। ଜନତା ଜନାର୍ଦ୍ଦନ ନେଇଥିବା ନିଷ୍ପତ୍ତି ଆସନ୍ତା ୨୩ ତାରିଖରେ ସାମ୍ନାକୁ ଆସିବ।

Advertisment

ଦେଶର ସମସ୍ତ ୫୪୨ ଲୋକସଭା ଆସନ ସହ ୩ଟି ରାଜ୍ୟ- ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିବ। ହେଲେ ଏହା ପୂର୍ବରୁ ବିଭିନ୍ନ ସର୍ଭେ ସଂସ୍ଥା ପକ୍ଷରୁ ବୁଥ-ବାହୁଡ଼ା ଫଳାଫଳ ବା ‘ଏକଜିଟ୍‌ ପୋଲ୍‌’ ରେଜଲ୍ଟ ପ୍ରକାଶ ପାଇବାରେ ଲାଗିଛି।

ନ୍ୟୁଜ ନେସନ: ଏନ୍‌ଡିଏ- ୨୮୬, ୟୁପିଏ- ୧୨୨ ଓ ଅନ୍ୟାନ୍ୟ- ୧୩୪

ଟାଇମସ୍‌ ନାଓ-ଭିଏମଆର: ଏନ୍‌ଡିଏ- ୩୦୬, ୟୁପିଏ- ୧୩୨ ଓ ଅନ୍ୟାନ୍ୟ- ୧୦୪

ଟାଇମ୍ସ ନାଓ-ଭିଏମଆର(ଓଡ଼ିଶା): ବିଜେଡି: ୮, ବିଜେପି: ୧୨, କଂଗ୍ରେସ: ୧(ଭୋଟ୍‌ ଶେୟାର-ବିଜେପି-୪୨%, କଂଗ୍ରେସ-୨୧.୦୮%, ବିଜେଡି-୩୩.୨%)

Advertisment

ଟାଇମ୍ସ ନାଓ ଭିଏମଆର(ହରିଆଣା): ବିଜେପି-୮, କଂଗ୍ରେସ-୨, ଆଇଏନ୍‌ଏଲ୍‌ଡି-୦

ଏସି ନେଲସନ୍‌-ଏବିପି(ଉତ୍ତର ପ୍ରଦେଶ): ବିଜେପି-୨୨, ମହାଗଠବନ୍ଧନ-୫୬, କଂଗ୍ରେସ- ୨

ଟାଇମ୍ସ ନାଓ -ଭିଏମଆର(ଉତ୍ତର ପ୍ରଦେଶ): ବିଜେପି-୫୬, ମହାଗଠବନ୍ଧନ-୨୦, କଂଗ୍ରେସ-୨, ଅନ୍ୟାନ୍ୟ-୨

ସି-ଭୋଟ୍‌ର: ଏନ୍‌ଡିଏ-୨୮୭, ୟୁପିଏ-୧୨୮, ମହାଗଠବନ୍ଧନ-୪୦, ଅନ୍ୟାନ୍ୟ-୮୭

ସିଏନ୍‌ଏକ୍ସ-ଇଣ୍ଡିଆ ଟିଭି(ଦିଲ୍ଲୀ): ବିଜେପି-୭, କଂଗ୍ରେସ-୦, ଆପ୍‌-୦

ଜନ୍‌କୀ ବାତ: ଏନ୍‌ଡିଏ-୩୦୫, ୟୁପିଏ-୧୨୪, ମହାଗଠବନ୍ଧନ-୨୬, ଅନ୍ୟାନ୍ୟ-୮୭

ସି-ଭୋଟର୍‌(ଉତ୍ତର ପ୍ରଦେଶ):ଏନ୍‌ଡିଏ-୩୮, ୟୁପିଏ-୨, ମହାଗଠବନ୍ଧନ-୪୦

ଟାଇମ୍ସ ନାଓ-ଭିଏମଆର(ପଶ୍ଚିମବଙ୍ଗ): ବିଜେପି-୧୧, ଟିଏମସି-୨୮, କଂଗ୍ରେସ-୨, ବାମପନ୍ଥୀ-୦

Advertisment

ସି-ଭୋଟର୍‌(ଓଡ଼ିଶା): ବିଜେଡି-୧୧, ବିଜେପି-୧୦,କଂଗ୍ରେସ-୦

ଜନ୍‌ କୀ ବାତ୍‌(ଓଡ଼ିଶା): ବିଜେଡି-୮, ବିଜେପି-୧୨,କଂଗ୍ରେସ-୦

ସି’ଭୋଟର-ରିପବ୍ଲିକ- ଏନ୍‌ଡିଏ-୨୮୭, ୟୁପିଏ- ୧୨୮, ସପା+ବିଏସ୍‌ପି- ୪୦, ଅନ୍ୟାନ୍ୟ ୮୭

ପୋଲ ଅଫ୍‌ ପୋଲ୍ସ(ପଶ୍ଚିମବଙ୍ଗ): ଏନ୍‌ଡିଏ-୧୧, ୟୁପିଏ-୨, ଟିଏମସି-୨୮, ବାମପନ୍ଥୀ-୧

ଟାଇମ୍ସ-ଭିଏମଆର(ମହାରାଷ୍ଟ୍ର): ଏନ୍‌ଡିଏ-୩୭, ୟୁପିଏ-୧୧, ଅନ୍ୟାନ୍ୟ-୦(୪୮)

ନ୍ୟୁଜ୍‌ ୨୪-ଟୁଡେସ୍‌ ଚାଣକ୍ୟ(ଆନ୍ଧ୍ରପ୍ରଦେଶ): ଟିଡିପି ୧୭(+-୩) ଓ ୱାଇଏସ୍‌ଆର କଂଗ୍ରେସ-୮(+-୩)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ