Advertisment

୧୦ ବର୍ଷ ଧରି ବଢିନି ମୁକେଶ ଅମ୍ବାନୀଙ୍କ ଦରମା

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍‌ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ  ଭତ୍ତାକୁ ମିଶାଇ ବାର୍ଷିକ ୧୫ କୋଟି ଟଙ୍କା ଦିଆଯାଉଛି। ୨୦୧୭-୧୮ରେ ଭତ୍ତା ବାବଦରେ […]

୧୦ ବର୍ଷ ଧରି ବଢିନି ମୁକେଶ ଅମ୍ବାନୀଙ୍କ ଦରମା

aaaa

Advertisment

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ଉଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ଏବଂ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ବାର୍ଷିକ ବେତନ ପ୍ୟାକେଜ ଦୀର୍ଘ ବର୍ଷ ଧରି ବୃଦ୍ଧି କରାଯାଇ ନାହିଁ । ୨୦୦୮-୦୯ରେ ତାଙ୍କ ବାର୍ଷିକ ପ୍ୟାକେଜ୍‌ ଯେତିକି ସ୍ଥିର କରାଯାଇ ଥିଲା ଏବେ ମଧ୍ୟ ସେତିକି ରହିଛି।

Advertisment

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ  ଭତ୍ତାକୁ ମିଶାଇ ବାର୍ଷିକ ୧୫ କୋଟି ଟଙ୍କା ଦିଆଯାଉଛି।

୨୦୧୭-୧୮ରେ ଭତ୍ତା ବାବଦରେ କମ୍ପାନୀ ତାଙ୍କୁ ୪.୪୯ କୋଟି ଟଙ୍କା ଦେଉଥିବାବେଳେ ୨୦୧୮-୧୯ରେ ୪.୪୫ କୋଟି ଦେଉଛି।

Advertisment

ତେବେ ବର୍ଷ ଧରି କାହିଁକି ତାଙ୍କର ବେତନ ବୃଦ୍ଧି ହେଉନାହିଁ ?

କାରଣ ପ୍ୟାକେଜ୍ ସ୍ଥିର ରଖିବା ପାଇଁ ୨୦୦୯ରେ ଅମ୍ବାନୀ ନିଜେ ଘୋଷଣା କରଥିଲେ।

ମୁକେଶଙ୍କ ସହ ଫୁଲ ଟାଇମ୍‌ ଡାଇରେକ୍ଟର ଥିବା ହିତଲ ଏବଂ ନିଖିଲ ଦୁହିଁଙ୍କୁ ୨୦୧୭-୧୮ରେ ବାର୍ଷିକ ପ୍ୟାକେଜ ହିସାବରେ ୧୯.୯୯ କୋଟି ଲେଖାଏ ମିଳିଥିବାବେଳେ ୨୦୧୮-୧୯ରେ ୨୦.୫୭ କୋଟି ଲେଖାଏ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: