kirti
Advertisment
ନୂଆଦିଲ୍ଲୀ : କଂଗ୍ରେସ୍ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍। କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ୍ରେ ସାମିଲ ହୋଇଛନ୍ତି କୀର୍ତ୍ତି।
Advertisment
୨୦୧୪ ମସିହା ସାଧାରଣ ନିର୍ବାଚନରେ ଦରଭଙ୍ଗା ଆସନରୁ ବିଜେପି ଟିକଟରେ ଲଢି ଜିତିଥିଲେ କୀର୍ତ୍ତି ଆଜାଦ୍। ଦଳ ଭିତରେ ଥାଇ ବି ବେଶ୍ କିଛି ଦିନ ହେଲା ବିଜେପିକୁ ସମାଲୋଚନା କରି ଆସୁଥିଲେ କୀର୍ତ୍ତି।
ଏମିତିକି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବିରୋଧରେ ମଧ୍ୟ ବିରୋଧାତ୍ମକ ମନ୍ତବ୍ୟ ଦେବା ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kirti_1626428913.jpg)