Advertisment

ଭୋଟ ଦେଲେ ସ୍ୱାଧୀନ ଭାରତର ପ୍ରଥମ ମତଦାତା

ହିମାଚଳ ପ୍ରଦେଶ : ଅନ୍ତିମ ପର୍ଯ୍ୟାୟରେ ଆଜି ଭୋଟ ଦେଇଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ଶରଣ ନେଗୀ। ୧୦୨ ବର୍ଷୀୟ ନେଗୀ ହିମାଚଳ ପ୍ରଦେଶର କିନ୍ନୌର ନିର୍ବାଚାନ ମଣ୍ଡଳୀ ଅନ୍ତର୍ଗତ କଲ୍ପାର ଏକ ବୁଥ୍‌ରେ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ତାଙ୍କ ଜୀବନର ୩୨ତମ ମତଦାନ। ଆଜି କଲ୍ପା ବିଦ୍ୟାଳୟର ୫୧ ନମ୍ବର ବୁଥ୍‌ରେ ପହଞ୍ଚିବା ପରେ ପୋଲିଂ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ନିଜ ମତଦାନ […]

ଭୋଟ ଦେଲେ ସ୍ୱାଧୀନ ଭାରତର ପ୍ରଥମ ମତଦାତା

oldest voter

Advertisment

ହିମାଚଳ ପ୍ରଦେଶ : ଅନ୍ତିମ ପର୍ଯ୍ୟାୟରେ ଆଜି ଭୋଟ ଦେଇଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମ ଶରଣ ନେଗୀ। ୧୦୨ ବର୍ଷୀୟ ନେଗୀ ହିମାଚଳ ପ୍ରଦେଶର କିନ୍ନୌର ନିର୍ବାଚାନ ମଣ୍ଡଳୀ ଅନ୍ତର୍ଗତ କଲ୍ପାର ଏକ ବୁଥ୍‌ରେ ଯାଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହା ତାଙ୍କ ଜୀବନର ୩୨ତମ ମତଦାନ।

Advertisment

ଆଜି କଲ୍ପା ବିଦ୍ୟାଳୟର ୫୧ ନମ୍ବର ବୁଥ୍‌ରେ ପହଞ୍ଚିବା ପରେ ପୋଲିଂ ଅଧିକାରୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ସେ ନିଜ ମତଦାନ କରିଥିଲେ। ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ଫେବ୍ରୁଆରୀ ୧୯୫୨ମସିହାରେ ହୋଇଥିଲା। ତେବେ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ହିମାଚଳରେ ଏହା ୫ ମାସ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୧୯୫୧ରେ ଭୋଟଗ୍ରହଣ ହୋଇଥିଲା। ଶ୍ୟାମ ଶରଣ ନେଗୀ ହିଁ ପ୍ରଥମ ଭାରତୀୟ ଭାବେ ମତଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ