Advertisment

ବଢ଼ିଲା ଆଧାର କାର୍ଡ-ପାନ୍‌ ଲିଙ୍କ୍ ସମୟ ସୀମା

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ବଢ଼ିଲା ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍। ମାର୍ଚ୍ଚ ୩୧ରେ ସରୁଥିବା ଏହି ଡେଡ୍‌ଲାଇନ୍ ଅର୍ଥାତ୍‌ ଅବଧି‌କୁ ଆସନ୍ତା ୩ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ଆୟକର ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ଜୁନ୍ ୩୦, ୨୦୨୧ ଭିତରେ ପାନ୍‌ ସହ ଆଧାର କାର୍ଡ ଲିଙ୍କ୍ ନ ହୋଇଥିଲେ ଆୟକର ରିଟର୍ଣ୍ଣ ଦାଖଲ କରି ହେବ ନାହିଁ। ବୈଷୟିକ ତ୍ରୁଟି ଯୋଗୁ ବହୁ ଆୟକରଦାତା […]

ବଢ଼ିଲା ଆଧାର କାର୍ଡ-ପାନ୍‌ ଲିଙ୍କ୍ ସମୟ ସୀମା

Aadhaar

Advertisment

ନୂଆଦିଲ୍ଲୀ: ଜୁନ୍ ୩୦ ଯାଏ ବଢ଼ିଲା ପାନ୍‌ କାର୍ଡ ସହ ଆଧାର କାର୍ଡ ଲିଙ୍କ୍। ମାର୍ଚ୍ଚ ୩୧ରେ ସରୁଥିବା ଏହି ଡେଡ୍‌ଲାଇନ୍ ଅର୍ଥାତ୍‌ ଅବଧି‌କୁ ଆସନ୍ତା ୩ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଏନେଇ ଆୟକର ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ଜୁନ୍ ୩୦, ୨୦୨୧ ଭିତରେ ପାନ୍‌ ସହ ଆଧାର କାର୍ଡ ଲିଙ୍କ୍ ନ ହୋଇଥିଲେ ଆୟକର ରିଟର୍ଣ୍ଣ ଦାଖଲ କରି ହେବ ନାହିଁ।

Advertisment

ବୈଷୟିକ ତ୍ରୁଟି ଯୋଗୁ ବହୁ ଆୟକରଦାତା ସ୍ଥାୟୀ ଆକାଉଣ୍ଟ ନମ୍ବର ସହ ଆଧାର ନମ୍ବର ସଂଯୋଗ କରିବାରେ ଅସୁବିଧା ଭୋଗୁଥିବା ନେଇ ଜଣାଇବା ପରେ କେନ୍ଦ୍ର ସରକାର ଏହି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ