Advertisment

ପୁଣି ଦ୍ୱିତୀୟ ଥର ଲାଗି ଦେଶରେ ମୋଦି ସରକାର!

ନୂଆଦିଲ୍ଲୀ: ଦେଶର ୫୪୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ବର୍ତ୍ତମାନର ୫୪୨ଟି ଯାକ ଲୋକସଭା ଆସନର ଲାଟେଷ୍ଟ୍‌ ଟ୍ରେଣ୍ଡକୁ ଯଦି ବିଚାରକୁ ନେବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୨୭ଟି ଆସନରେ ଆଗରେ ରହିଛି। ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୦୪ଟି ଆସନରେ ଆଗରେ ରହିଛି। ଅଣ କଂଗ୍ରେସ ଓ ଅଣ ବିଜେପି ଦଳଗୁଡ଼ିକ ୧୧୧ଟି ଆସନରେ ଆଗରେ ରହିଛନ୍ତି। ଅନ୍ୟପକ୍ଷେ, ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା […]

ପୁଣି ଦ୍ୱିତୀୟ ଥର ଲାଗି ଦେଶରେ ମୋଦି ସରକାର!

bjp may win ..

Advertisment

ନୂଆଦିଲ୍ଲୀ: ଦେଶର ୫୪୨ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ବର୍ତ୍ତମାନର ୫୪୨ଟି ଯାକ ଲୋକସଭା ଆସନର ଲାଟେଷ୍ଟ୍‌ ଟ୍ରେଣ୍ଡକୁ ଯଦି ବିଚାରକୁ ନେବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୨୭ଟି ଆସନରେ ଆଗରେ ରହିଛି।

Advertisment

ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୦୪ଟି ଆସନରେ ଆଗରେ ରହିଛି। ଅଣ କଂଗ୍ରେସ ଓ ଅଣ ବିଜେପି ଦଳଗୁଡ଼ିକ ୧୧୧ଟି ଆସନରେ ଆଗରେ ରହିଛନ୍ତି।

ଅନ୍ୟପକ୍ଷେ, ଦିଲ୍ଲୀର ୭ଟି ଲୋକସଭା ଆସନରୁ ପ୍ରାଥମିକ ଗଣତି ଅନୁଯାୟୀ, ୬ଟି ଲୋକସଭା ଆସନରେ ବିଜେପି ଆଗରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ