home
Advertisment
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ଟି ଜିଲ୍ଲାରୁ ଆଫ୍ସା ପ୍ରତ୍ୟାହାର କରାଯାଇଛି। ଆଇନ୍ ଶୃଙ୍ଖଳା ସ୍ଥିତି ସୁଧୁରିଥିବା ଦର୍ଶାଇ ଆଫ୍ସା ବା ସେନା ସ୍ୱତନ୍ତ୍ର କ୍ଷମତା ଆଇନ୍ ପ୍ରତ୍ୟାହାର କରାଯାଇଛି।
Advertisment
କଂଗ୍ରେସ ମେନିଫେଷ୍ଟୋରେ ଆଫ୍ସା ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅରୁଣାଚଳର ୯ ଜିଲ୍ଲାରେ ଆଫ୍ସା ଲାଗୁ ହୋଇଥିବା ବେଳେ ଏବେ ୩ଟି ଜିଲ୍ଲାରୁ ପ୍ରତ୍ୟାହାର କରିନେଇଛନ୍ତି ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/home_1626340670.jpg)