Advertisment

ଆସନ୍ତା ୧୨ ତାରିଖରେ ୫୯ ସିଟ୍‌ରେ ହେବ ମତଦାନ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ୫ଟି ପର୍ଯ୍ୟାୟ ସରିଛି। ୩୨୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି।  ଏବେ ବାକି ରହିଛି ମାତ୍ର ୧୧୮ଟି ଲୋକସଭା ଆସନ ପାଇଁ ମତଦାନ। ଆସନ୍ତା ୧୨ ତାରିଖ ଦିନ ହେବ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ। ବାକିଥିବା ୧୧୮ରୁ ସିଟ୍‌ରୁ ୫୯ଟିରେ ହେବ ଭୋଟିଂ। ଯେଉଁଥିରେ ରହିଛି, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ମହାରାଷ୍ଟ୍ରର ୮, ଦିଲ୍ଲୀର ସମସ୍ତ ୭ଟି ସିଟ୍, ହରିୟାଣାର ସମସ୍ତ ୧୦ଟି ଆସନ, ବିହାରର ୮ଟି ଏବଂ […]

ଆସନ୍ତା ୧୨ ତାରିଖରେ ୫୯ ସିଟ୍‌ରେ ହେବ ମତଦାନ

voting

Advertisment

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ୫ଟି ପର୍ଯ୍ୟାୟ ସରିଛି। ୩୨୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇସାରିଛି।  ଏବେ ବାକି ରହିଛି ମାତ୍ର ୧୧୮ଟି ଲୋକସଭା ଆସନ ପାଇଁ ମତଦାନ। ଆସନ୍ତା ୧୨ ତାରିଖ ଦିନ ହେବ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ।

Advertisment

ବାକିଥିବା ୧୧୮ରୁ ସିଟ୍‌ରୁ ୫୯ଟିରେ ହେବ ଭୋଟିଂ। ଯେଉଁଥିରେ ରହିଛି, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୮, ମହାରାଷ୍ଟ୍ରର ୮, ଦିଲ୍ଲୀର ସମସ୍ତ ୭ଟି ସିଟ୍, ହରିୟାଣାର ସମସ୍ତ ୧୦ଟି ଆସନ, ବିହାରର ୮ଟି ଏବଂ ଝାଡ଼ଖଣ୍ଡର ୪ଟି ଆସନ ପାଇଁ ହେବ ମତଦାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ