ଆଜି ଶପଥ ନେଲେ ଦେଶର ପ୍ରଥମ ନାଗରିକ। ରାଇସିନା ହିଲ୍ସ ଦେଖିଲା ଦେଶର ପଞ୍ଚଦଶତମ ରାଷ୍ଟ୍ରପତିଙ୍କୁ। ଭାରତ ଇତିହାସରେ ଯୋଡ଼ିହେଲା ଏକ ନୂଆ ଅଧ୍ୟାୟ, ଜଣେ ଆଦିବାସୀ ମହିଳା ହେଲେ ମହାମହିମ ପଦର ଅଧିକାରୀ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଳଙ୍କୃତ ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର ଟିକିନିଖି ଖବର ଜାଣନ୍ତୁ..
15:42 PM
15:21 PM
15:20 PM
15:16 PM
15:16 PM
15:15 PM
15:15 PM
14:53 PM
14:52 PM
14:20 PM
14:20 PM
14:19 PM
14:19 PM
14:18 PM
14:18 PM
14:18 PM
14:17 PM
14:17 PM
14:16 PM
13:12 PM
13:11 PM
13:10 PM
13:03 PM
12:56 PM
12:56 PM
12:56 PM
12:55 PM
12:40 PM
12:29 PM
12:04 PM
12:03 PM
12:02 PM
11:52 AM
11:42 AM
11:42 AM
11:41 AM
11:41 AM
11:35 AM
11:29 AM
11:14 AM
‘ଦେଶର ସବୁ ନାଗରିକଙ୍କ ଆଶା, ଆକାଂକ୍ଷା ପୂରଣ କରିବି। ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି’ ବୋଲି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ମ୍ୟାଡମ୍ ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ ଏହା କହିଛନ୍ତି।
11:03 AM
11:02 AM
11:02 AM
11:02 AM
10:50 AM
10:50 AM
10:49 AM
10:49 AM
10:49 AM
10:48 AM
10:41 AM
10:40 AM
10:28 AM
10:28 AM
10:28 AM
10:27 AM
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
10:27 AM
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେଇଛନ୍ତି। ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି।
10:16 AM
10:13 AM
10:13 AM
10:12 AM
10:12 AM
10:12 AM
09:49 AM
09:40 AM
09:39 AM
09:39 AM
09:26 AM
09:25 AM
08:47 AM
ଆଉ କିଛି ସମୟ ପରେ ଦେଶ ପାଇବ ପଞ୍ଚଦଶ ରାଷ୍ଟ୍ରପତି । ଓଡ଼ିଆ ଝିଅ ସମ୍ଭାଳିବେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରିକ ରାଷ୍ଟ୍ରର ସବୋର୍ଚ୍ଚ ସାମ୍ବିଧାନିକ ପଦ। ଏହି ଅବସରରେ ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଏ ଉତ୍ସବମୁଖର ପରିବେଶ । ତେବେ ଜାଣନ୍ତୁ ଜାଣନ୍ତୁ କେତେବେଳେ କେଉଁ କାର୍ଯ୍ୟକ୍ରମ ରହିଛି...
07:55 AM
07:52 AM
ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନକ ପରେ ଶପଥ ନେଉ ନେଉ ହେବେ ଦେଶର ନୂଆ ମୁଖିଆ, ବହୁ କ୍ଷମତାର ଅଧିକାରୀ । ରାଷ୍ଟ୍ରପତି ଭାବେ ସେ ହେବେ ଭାରତୀୟ ସୁରକ୍ଷା ବାହିନୀର କମାଣ୍ଡର-ଇନ୍-ଚିଫ୍ । ତାଙ୍କ ପାଖରେ ରହିବ କୌଣସି ଦୋଷୀ ସାବ୍ୟସ୍ତ ବ୍ୟକ୍ତିର ଦଣ୍ଡକୁ କ୍ଷମା କରିବା, କମାଇ ଦେବା ବା ବାତିଲ କରିବା, ଏମିତିକି ମୃତ୍ୟୁଦଣ୍ଡ ଉପରେ ନିଷ୍ପତ୍ତି ନେବାର ଅଧିକାର ରହିବ ।
07:50 AM
07:45 AM
ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଶପଥ ନେବେ। ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା। ସକାଳ ୧୦ଟା ୧୪ ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।ଏହାସହ ଆଜିଠୁ ଭାରତର ଗଣତାନ୍ତ୍ରିକ ଇତିହାସରେ ଯୋଡ଼ିହେବ ଏକ ନୂଆ ଅଧ୍ୟାୟ।
07:42 AM
07:34 AM
ରତକୁ ମିଳିଯାଇଛି ଏହାର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାସ୍ନାଲ୍ ଡେମୋକ୍ରାଟିକ୍ ଆଲାଇନ୍ସର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧୀ ଯଶୱନ୍ତ ସିହ୍ନା ଥିଲେ। ଦ୍ରୌପଦୀ ମୁର୍ମୁ ଭରପୂର ଭୋଟ୍ରେ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଯାଇଛନ୍ତି। କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା।