ସ୍ନାନମଣ୍ଡପରେ ଶ୍ରୀଜିଉ । ଚାଲିଛି ଦିବ୍ୟ ନୀତିକାନ୍ତି । ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ଚହଳି। ସ୍ନାନବେଦିରେ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର ହେଲା ଚର୍ମଚକ୍ଷୁ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ମହାପ୍ରଭୁ ଭାଇଭଉଣୀଙ୍କ ସହିତ ଏମିତି ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏସବୁ ଦିବ୍ୟକଥାର ଟିକିନିଖି ଖବର ଜାଣିବା ପାଇଁ otvkhabar.in କୁ ଲଗ୍ଇନ୍ କରନ୍ତୁ।
18:12 PM
18:11 PM
18:08 PM
17:38 PM
17:37 PM
17:36 PM
16:59 PM
16:59 PM
16:35 PM
16:21 PM
16:20 PM
16:19 PM
16:11 PM
16:10 PM
16:10 PM
16:09 PM
15:34 PM
15:33 PM
15:32 PM
15:31 PM
15:30 PM
15:29 PM
14:32 PM
14:26 PM
14:21 PM
14:20 PM
14:09 PM
14:05 PM
13:59 PM
13:58 PM
13:57 PM
13:48 PM
13:47 PM
13:46 PM
13:46 PM
13:34 PM
13:33 PM
13:32 PM
13:25 PM
13:22 PM
13:16 PM
13:10 PM
13:09 PM
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିମିଶ୍ରିତ ବାରିଧିରେ। ଅଧିକ ପଢ଼ନ୍ତୁ...
13:08 PM
13:03 PM
12:57 PM
12:55 PM
12:55 PM
12:53 PM
12:53 PM
12:52 PM
12:35 PM
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ...
12:26 PM
ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି .. ଆହା କି ସୁନ୍ଦର ଦୃଶ୍ୟ .. ଦିଶେ କେଡ଼େ ମନଲୋଭା ... ସେ ବାଙ୍କଚାହାଣୀ .. ସେ ମନ୍ଦ ମନ୍ଦ ମୁରୁକି ହସ ... ସତେ କି ସ୍ୱର୍ଗ ତୃପ୍ତି ...ଅଧିକ ପଢ଼ନ୍ତୁ...
12:14 PM
12:14 PM
12:13 PM
12:12 PM
12:05 PM
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜାନନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଅଧିକ ପଢ଼ନ୍ତୁ...
11:59 AM
11:58 AM
11:52 AM
11:52 AM
11:49 AM
11:35 AM
11:34 AM
11:34 AM
11:33 AM
11:33 AM
11:32 AM
11:32 AM
ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିବା ବା ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ। ଅଧିକ ପଢ଼ନ୍ତୁ...
11:29 AM
11:13 AM
11:12 AM
11:11 AM
10:51 AM
10:50 AM
10:49 AM
10:46 AM
10:46 AM
10:45 AM
10:44 AM
10:41 AM
10:25 AM
10:16 AM
10:11 AM
10:07 AM
09:55 AM
09:55 AM
09:41 AM
09:39 AM
09:37 AM
09:20 AM
09:19 AM
09:11 AM
08:59 AM
08:58 AM
08:54 AM
08:53 AM
08:52 AM
08:51 AM
08:44 AM
08:43 AM
08:43 AM
08:18 AM
08:17 AM
08:15 AM
08:13 AM
08:07 AM
08:05 AM
08:04 AM
08:03 AM
08:03 AM
08:02 AM
07:16 AM
07:15 AM
07:14 AM
07:13 AM
07:12 AM
07:12 AM
07:11 AM
07:11 AM
07:10 AM
07:08 AM
18:42 PM
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୁଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର। ଅଧିକ ପଢ଼ନ୍ତୁ...
18:41 PM
ସ୍ନାନ ବିଧି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେକରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି। ଅଧିକ ପଢ଼ନ୍ତୁ...
18:40 PM
ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡ଼ଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଅଧିକ ପଢ଼ନ୍ତୁ...
18:39 PM
ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମାରେ ପୁରୀରେ କେଉଁଠି ଆପଣ ନିଜ ଗାଡ଼ି ରଖିବେ । ଆଉ ଶ୍ରୀମନ୍ଦିର ଯାଏଁ କେମିତି ପହଞ୍ଚିବେ ସେନେଇ ବିସ୍ତୁତ ସୂଚନା ଜାରି କରିଛି ପୁରୀ ପୋଲିସ୍ । ପୁରୀର ସମସ୍ତ ଟାଉନ୍ ବସ୍/ ରିକ୍ସା ମେଡିକାଲ୍ ଛକ ଯାଏଁ ଯାଇପାରିବେ । ଭୁବନେଶ୍ୱରରୁ ଆସୁଥିବା ବାଇକ୍, ଛୋଟ ଗାଡ଼ି ହରେକୃଷ୍ଣପୁର ଛକ ଦେଇ ଶ୍ରୀ ସେତୁକୁ ଯିବେ । ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଜେଲ୍ ରୋଡ୍ରେ ପାର୍କିଂ କରିପାରିବେ । ଅଧିକ ପଢ଼ନ୍ତୁ