Snana Purnima
ସ୍ନାନମଣ୍ଡପରେ ଶ୍ରୀଜିଉ । ଚାଲିଛି ଦିବ୍ୟ ନୀତିକାନ୍ତି । ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ଚହଳି। ସ୍ନାନବେଦିରେ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର ହେଲା ଚର୍ମଚକ୍ଷୁ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ମହାପ୍ରଭୁ ଭାଇଭଉଣୀଙ୍କ ସହିତ ଏମିତି ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏସବୁ ଦିବ୍ୟକଥାର ଟିକିନିଖି ଖବର ଜାଣିବା ପାଇଁ otvkhabar.in କୁ ଲଗ୍ଇନ୍ କରନ୍ତୁ।
- Jun 22, 2024 18:12 IST
ଗଜବେଶରେ ସଜେଇ ହେଉଛନ୍ତି ମହାପ୍ରଭୁ
- Jun 22, 2024 18:11 IST
କାହିଁକି ଗଜ ବେଶ ହୁଅନ୍ତିନି ଦେବୀ ସୁଭଦ୍ରା ?
- Jun 22, 2024 18:08 IST
ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ
- Jun 22, 2024 17:38 IST
ମହାପ୍ରଭୁଙ୍କ କେତେ ବେଶ ?
- Jun 22, 2024 17:37 IST
ଜଳ ସ୍ନାନ ପରେ ଗଜାନନ ବେଶରେ ମହାପ୍ରଭୁ
- Jun 22, 2024 17:36 IST
ଭକ୍ତି କେତେ ପ୍ରକାର ?
- Jun 22, 2024 16:59 IST
ସୁନାକୂଅ ଜଳରେ ସ୍ନାନ କାରୁଛନ୍ତି ମହାବାହୁ
- Jun 22, 2024 16:59 IST
ସ୍ନାନ ମଣ୍ଡପରେ ବିଜେ ମଦନମୋହନ
- Jun 22, 2024 16:35 IST
ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି
- Jun 22, 2024 16:21 IST
ରାଜନଅରରୁ ଏମିତି ଆସିଲେ ଗଜପତି ମହାରାଜା.
- Jun 22, 2024 16:20 IST
ନୀଳଚକ୍ରର ଉପରଭାଗରେ ଶୋଭାପାଉଥିବା ବାନାର ନାମ ପତିତପାବନ କାହିଁକି ?
- Jun 22, 2024 16:19 IST
କେଉଁ ଫୁଲ ମହାପ୍ରଭୁଙ୍କ ପ୍ରିୟ ?
- Jun 22, 2024 16:11 IST
ଭିଜିଲା କାଳିଆ ଭିଜିଲେ ଭକ୍ତ
- Jun 22, 2024 16:10 IST
୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ
- Jun 22, 2024 16:10 IST
୩୩ ଗରା ଜଳରେ ଦିବ୍ୟ ସ୍ନାନ କଲେ ବଡ଼ ଠାକୁର
- Jun 22, 2024 16:09 IST
୩୫ ଗରା ଜଳରେ କାଳିଆ ସାଆନ୍ତଙ୍କ ଦିବ୍ୟ ସ୍ନାନ
- Jun 22, 2024 15:34 IST
କାଳିଆ ଦର୍ଶନରେ ଭକ୍ତ କୃତ୍ୟ କୃତ୍ୟ
- Jun 22, 2024 15:33 IST
ସ୍ନାନ ମଣ୍ଡପରେ କଳା ଗୋଷାଇଁ
- Jun 22, 2024 15:32 IST
ଝିପିଝିପି ବର୍ଷାରେ ଓଦାହୋଇ ଭକ୍ତିରେ ଝୁମିଲେ ଭକ୍ତ
- Jun 22, 2024 15:31 IST
ତୋ ଚକା ଆଖିରେ ଆଖି ମିଶିଗଲେ.. ମୁଁ ସବୁ ଦୁଃଖ ଭୁଲିଯାଏରେ..
- Jun 22, 2024 15:30 IST
୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ
- Jun 22, 2024 15:29 IST
ହାତୀ ବେଶରେ ଦର୍ଶନ ଦେବ କାଳିଆ
- Jun 22, 2024 14:32 IST
ଦାରୁ ଦିଅଁଙ୍କ ଦିବ୍ୟସ୍ନାନ; ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ
- Jun 22, 2024 14:26 IST
‘ମହାପ୍ରଭୁ ନିଜ କାମ ନିଜେ କରନ୍ତି’
- Jun 22, 2024 14:21 IST
'ଜଗନ୍ନାଥଙ୍କୁ ଦର୍ଶନ କଲେ ପାପ ଧୋଇଯାଏ'
- Jun 22, 2024 14:20 IST
ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା।
- Jun 22, 2024 14:09 IST
ଭକ୍ତିମୟ ଶ୍ରୀକ୍ଷେତ୍ର, ସ୍ନାନବେଦୀରେ ପ୍ରସ୍ତୁତ ସ୍ନାନ ଜଳ। ମହାପ୍ରଭୁ ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ..
- Jun 22, 2024 14:05 IST
ଦିବ୍ୟସ୍ନାନ ପୂର୍ବରୁ ମହାପ୍ରଭୁଙ୍କ ଦେବସ୍ନାନ
- Jun 22, 2024 13:59 IST
ଶ୍ରୀଅଙ୍ଗରେ ଲାଗିହେଲା ସୁନା କୂଅର ଦିବ୍ୟଜଳ
- Jun 22, 2024 13:58 IST
‘ସେ ସବୁ ଧର୍ମର ଠାକୁର ... ତେଣୁ ସବୁ ଧର୍ମର ଲୋକ ଦର୍ଶନ କରୁଛନ୍ତି’
- Jun 22, 2024 13:57 IST
୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ
- Jun 22, 2024 13:48 IST
ପୁରୀରେ ଝିପିଝିପି ବର୍ଷା, ଭିଜିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ
- Jun 22, 2024 13:47 IST
ଜଗନ୍ନାଥଙ୍କ ମୁଖରେ ଅଲୌକିକ ଆଭା ଦେଖି ଭକ୍ତ ଆଚମ୍ୱିତ
- Jun 22, 2024 13:46 IST
କେଉଁ କେଉଁ ନଦୀର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ?
- Jun 22, 2024 13:46 IST
କୂଅର ନାମ ସୁନାକୂଅ କାହିଁକି ? କାହିଁକି ଆସେ ସୁନାକୂଅର ଜଳ?
- Jun 22, 2024 13:34 IST
ଉପରେ ଗାଧାଉ ଥିଲା କାଳିଆ, ତଳେ ଭିଜି ଭିଜି ନାଚୁଥିଲେ ଭକ୍ତ
- Jun 22, 2024 13:33 IST
ପୁଞ୍ଜା ପୁଞ୍ଜା ସୁଗନ୍ଧିତ ଫୁଲରେ ବେଶ ହେଲେ କାଳିଆ ଠାକୁର...
- Jun 22, 2024 13:32 IST
ସ୍ନାନ ମଣ୍ଡପରେ ହୁଏ କେଉଁ କେଉଁ ନୀତି ?
- Jun 22, 2024 13:25 IST
ଗରାବଡ଼ୁ ସେବକଙ୍କ ଦ୍ୱାରା କରାଯାଉଛି ଜଳ ବିଜେ ନୀତି
- Jun 22, 2024 13:22 IST
ବଡ଼ଦାଣ୍ଡରେ ଭକ୍ତ କଲେ ଜଳକ୍ରୀଡ଼ା
- Jun 22, 2024 13:16 IST
'ମହାପ୍ରଭୁଙ୍କ ରତ୍ନ ଚାନ୍ଦୁଆ ଖୋଲୁ ଖୋଲୁ ମହାପ୍ରଭୁଙ୍କ ଦେହର କଳା ଲାଗି ଆମ ଦେହ କଳା ହୋଇଯାଇଛି '
- Jun 22, 2024 13:10 IST
ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, ସେ ପରା ବ୍ରହ୍ମ ସ୍ୱରୂପ, ଦେଖା ନଯାଏ
- Jun 22, 2024 13:09 IST
ଅପୂର୍ବ ଏ ଦୃଶ୍ୟ...ସେପଟେ ଶ୍ରୀଜିଉଙ୍କ ସ୍ନାନ, ଏପଟେ ଭକ୍ତଙ୍କ ସ୍ନାନ
ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିମିଶ୍ରିତ ବାରିଧିରେ। ଅଧିକ ପଢ଼ନ୍ତୁ...
- Jun 22, 2024 13:08 IST
'ଠିକ୍ ସମୟରେ ହେବ ସମସ୍ତ ନୀତି'
- Jun 22, 2024 13:03 IST
'ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ସୁରୁଖୁରୁରେ ହେବ’
- Jun 22, 2024 12:57 IST
ତାଙ୍କଠାରୁ ଆଉ ଅଧିକ କୃପା କାହାର ଅଛି
- Jun 22, 2024 12:55 IST
ସବୁ ଅବତାର ପ୍ରଭୁ ତୁମରି ଠାରେ
- Jun 22, 2024 12:55 IST
'ବେଶ ଆପେ ଆପେ ହୋଇଗଲା'
- Jun 22, 2024 12:53 IST
କାଳିଆ ବଡ଼ ରସିକ ଠାକୁର
- Jun 22, 2024 12:53 IST
କାଳିଆ ଠାରୁ କୃପାଳୁ କିଏ ଅଛି ?
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718975255.jpg)