ଘୋଷଯାତ୍ରା
ଦୁଇ ଦିନ ପରେ ସରିଲା ରଥଟଣା । ଶରଧାବାଲିରେ ଲାଗିଲା ତିନି ରଥ । ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କରିବେ ଶ୍ରୀବିଗ୍ରହ । ଆସନ୍ତାକାଲିଠାରୁ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜିଉଙ୍କର ସମସ୍ତ ନୀତିକାନ୍ତି କରାଯିବ ।। otvkhabar.in
- Jun 28, 2025 14:30 IST
ହୋ ଭକତେ ରଥ ଟାଣରେ...
- Jun 28, 2025 14:01 IST
ସରିଲା ରଥଟଣା, ଶରଧାବାଲିରେ ଲାଗିଲା ତିନି ରଥ
ଦୁଇ ଦିନ ପରେ ସରିଲା ରଥଟଣା । ଶରଧାବାଲିରେ ଲାଗିଲା ତିନି ରଥ । ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ଜନ୍ମ ବେଦିକୁ ବିଜେ କରିବେ ଶ୍ରୀବିଗ୍ରହ । ଅଧିକ ପଢ଼ନ୍ତୁ....
- Jun 28, 2025 13:57 IST
ମହାପ୍ରଭୁଙ୍କ ହୁଏତ ଇଛା ଥିଲା ସ୍ୱତନ୍ତ୍ର ଭକ୍ତ ଲାଗି ଅଟକି ଥିଲେ
- Jun 28, 2025 13:33 IST
ଚକା ଆଖିକୁ ଦେଖି କାନ୍ଦି ପକାଇଲେ ଭକ୍ତ
- Jun 28, 2025 12:08 IST
ମହାପ୍ରଭୁଙ୍କ ଇଚ୍ଛା ନ ଥିଲେ ରଥ ଗଡ଼େନି ’
- Jun 28, 2025 12:05 IST
ଉପମୁଖ୍ୟମନ୍ତ୍ରୀ ଟାଣିିଲେ ରଥ
- Jun 28, 2025 11:56 IST
ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି ସମ୍ପନ୍ନ
- Jun 28, 2025 11:55 IST
ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହେବା ସମୟର ଦୃଶ୍ୟ
- Jun 28, 2025 11:55 IST
ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହେବା ସମୟର ଦୃଶ୍ୟ
- Jun 28, 2025 11:42 IST
ବାଜିଲା ଘଣ୍ଟ ଘଣ୍ଟା,ଗଡ଼ିଲା ନନ୍ଦିଘୋଷ
- Jun 28, 2025 11:40 IST
ଗଡ଼ିଲା ତାଳଧ୍ୱଜ ରଥ
- Jun 28, 2025 10:53 IST
ମୁଁ ରାତି ୩ଟାରୁ ଆସିଛି'
- Jun 28, 2025 10:33 IST
କାଳିଆର ସୁନ୍ଦରୀ ବିଦେଶିନୀ ଭକ୍ତ
- Jun 28, 2025 10:29 IST
ଆକୁଳ ଚକା ନୟନ, ବ୍ୟାକୁଳ ଭକ୍ତ
- Jun 28, 2025 10:23 IST
ଆଜି ପୁଣି ରଥଟଣା, ପ୍ରଥମେ ଗଡ଼ିଲା ତାଳଧ୍ୱଜ
ଆଜି ପୁଣି ଗଡ଼ିଲା ମହାପ୍ରଭୁଙ୍କୁ ରଥ । କାଲିଠୁ ବଡ଼ଦାଣ୍ଡରେ ଅଟକି ରହିଥିଲା ୩ ରଥ । ଏହି ୩ ରଥ ପୁଣି ଥରେ ଟଣା ହୋଇଛି । ଗତକାଲିଠୁ ରଥ ଟାଣିବାକୁ ଅପେକ୍ଷା କରି ରହିଥିଲେ ଭକ୍ତ। ଅଧିକ ପଢ଼ନ୍ତୁ...
- Jun 28, 2025 10:22 IST
ମହାପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଦର୍ଶନ
- Jun 28, 2025 10:09 IST
ମୁଁ ଋଷିଆରୁ ପୁରୀ ଆସିଛି
- Jun 28, 2025 10:07 IST
ନନ୍ଦିଘୋଷ ରଥ
- Jun 27, 2025 20:32 IST
ବଡ଼ଦାଣ୍ଡରେ ବିଦେଶୀ ଭକ୍ତଙ୍କ ଭକ୍ତି
- Jun 27, 2025 20:31 IST
କଟକର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ରଥଯାତ୍ରା
- Jun 27, 2025 20:30 IST
ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା
- Jun 27, 2025 20:30 IST
ଅନୁକୂଳ ପାଗ ଯୋଗୁଁ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା
- Jun 27, 2025 18:40 IST
ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- Jun 27, 2025 18:39 IST
ମହାପ୍ରଭୁ ଜଗନ୍ନାଥଙ୍କ ସାମ୍ନାରେ ସମସ୍ତେ ଭକ୍ତ...
- Jun 27, 2025 18:37 IST
ସାରା ପୃଥିବୀରେ ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିରେ ସମସ୍ତେ ଆଧାରିତ ହୋଇଛନ୍ତି
- Jun 27, 2025 18:36 IST
ଧାଡ଼ିପହଣ୍ଡିରେ ଆସି ରଥାରୁଢ଼ ହେଲେ ୩ ଠାକୁର
- Jun 27, 2025 17:31 IST
ବଡ଼ଦାଣ୍ଡରେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀ...
- Jun 27, 2025 17:30 IST
ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
- Jun 27, 2025 17:29 IST
ଏଥର ରଥଯାତ୍ରାରେ ଭକ୍ତମାନଙ୍କ ପାଇଁ ହୋଇଛି ଅନେକ ବ୍ୟବସ୍ଥା...
- Jun 27, 2025 17:28 IST
ରଥଯାତ୍ରାର ଅନନ୍ୟ ପରମ୍ପରା ଛେରା ପହଁରା ନୀତି...
- Jun 27, 2025 16:52 IST
ରଥ ଉପରୁ ଦର୍ଶନ କରନ୍ତୁ ମହାପ୍ରଭୁଙ୍କୁ...
- Jun 27, 2025 16:15 IST
ଆରମ୍ଭ ହେଲା ରଥଟଣା
- Jun 27, 2025 16:15 IST
ଭକ୍ତ କାନ୍ଦୁଛି ଜଗା ଦେଖୁଛି
- Jun 27, 2025 16:15 IST
ଡୋରି ଲାଗିଛି ମୁଁ ପୁରୀ ଆସିଛି
- Jun 27, 2025 16:14 IST
ହନୁମାନ ବେଶରେ ଭକ୍ତ
- Jun 27, 2025 14:56 IST
ରଥରେ ବିଜେ କଲେ ମଦନମୋହନ
- Jun 27, 2025 14:53 IST
ରଥ ଉପରେ ଛେରା ପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା
- Jun 27, 2025 14:21 IST
ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ପୁରୀ ଶଙ୍କରାଚାର୍ଯ୍ୟ
- Jun 27, 2025 14:11 IST
ସରିଲା ପହଣ୍ଡି ବିଜେ
- Jun 27, 2025 14:11 IST
ମହାପ୍ରଭୁ ଆମକୁ ଟାଣି ନେଉଛନ୍ତି ଯାତ୍ରା ପାଇଁ।
- Jun 27, 2025 13:58 IST
ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନୋଲାଭା ଦୃଶ୍ୟ
- Jun 27, 2025 13:52 IST
‘ଜଗନ୍ନାଥଙ୍କ ସେବା ପାଇଁ ଆସିଛୁ’
- Jun 27, 2025 13:51 IST
ରଥଯାତ୍ରାକୁ ଆସି ନିଜକୁ ଭାଗ୍ୟବତୀ ମନେକରୁଛି
- Jun 27, 2025 13:50 IST
ରଥାରୂଢ଼ ହେଲେ ଜଗତର ନାଥ ଜଗନ୍ନାଥ
- Jun 27, 2025 13:50 IST
ତାଳଧ୍ୱଜ ରଥକୁ ବିଜେ କରୁଛନ୍ତି ବଡ଼ଠାକୁର ଶ୍ରୀବଳଭଦ୍ର
- Jun 27, 2025 13:49 IST
ଶ୍ରୀମସ୍ତକରେ ଟାହିଆ ପିନ୍ଧି ଝୁଲି ଝୁଲି ନନ୍ଦିଘୋଷ ରଥକୁ ଯାଉଛନ୍ତି ମହାପ୍ରଭୁ
- Jun 27, 2025 13:49 IST
ବଡ଼ ଦାଣ୍ଡରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆ
- Jun 27, 2025 13:22 IST
ପ୍ରଥମ ଥର ପୁରୀ ଆସିଛି
- Jun 27, 2025 12:45 IST
ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତି
- Jun 27, 2025 12:39 IST
ଜଗା ପାଇଁ ଏ ଜନସମୁଦ୍ର
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750947938.jpg)