ମହଣ ମହଣ ସୁନାରେ ଝଲସୁଛନ୍ତି ତିନି ଠାକୁର

00:19 AM

ସୁନାବେଶ ପରେ ମହାଦୀପ ଉଠିଲା..

Posted by:-Sonali Kabi

23:15 PM

ସବୁ ଗ୍ରହ କାଳିଆ ପାଖରେ

Posted by:-Chandan Shishu

23:14 PM

ମାଆ ସୁଭଦ୍ରାଙ୍କ ସୁନା ବେଶ

Posted by:-Chandan Shishu

23:13 PM

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ

Posted by:-Chandan Shishu

23:13 PM

ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସୁନାବେଶ

Posted by:-Chandan Shishu

21:54 PM

ସୁନାବେଶ ଓ ଶୟନ ଏକାଦଶୀର କଣ ରହିଛି ମାହାତ୍ମ୍ୟ ?

Posted by:-Chandan Shishu

21:50 PM

କାହିଁକି ଏତେ ଅଳଙ୍କାର ଧାରଣ କରନ୍ତି ମହାପ୍ରଭୁ ?

Posted by:-Chandan Shishu

21:49 PM

ଏଇଥିପାଇଁ ଐଶ୍ୱର୍ଯ୍ୟ ବ୍ୟକ୍ତ କରନ୍ତି ଭଗବାନ, ମାଧୁର୍ଯ୍ୟ. ସହ ଐଶ୍ୱର୍ଯ୍ୟ

Posted by:-Chandan Shishu

21:49 PM

ମହାପ୍ରଭୁ ଏମିତି ଦେବତା...ଯାହାଙ୍କ ଦର୍ଶନ କରିବା ଲାଗି ସ୍ୱର୍ଗରୁ ଆସନ୍ତି ଦେବତା...ଆପଣ ଜାଣିଛନ୍ତି କି?

Posted by:-Chandan Shishu

21:48 PM

ଦିନକୁ ଥରେ ନୁହେଁ ୫ ଥର ବେଶ ହୁଅନ୍ତି ମହାବାହୁ

Posted by:-Chandan Shishu

21:47 PM

ମହାପ୍ରଭୁଙ୍କର ୧୪୭ ପ୍ରକାରର ଅଳଙ୍କାରର ବର୍ଣ୍ଣନା, ତିଆରି ହୋଇଛି ଫୁଲ ଓ ପତ୍ର ଆକାରରେ

Posted by:-Chandan Shishu

21:46 PM

ପ୍ରଭୁଙ୍କ ଦ୍ୱାରପାଳ ଜୟ-ବିଜୟ; ଏଇଠି ଯମର ଭୟ ନଥାଏ

Posted by:-Chandan Shishu

21:45 PM

ଆଜି ବଡ଼ ଏକଦଶୀ...କାଲି ଦ୍ୱାଦଶୀ, ଏହାପରେ ଶୟନ ପୂର୍ଣ୍ଣିମା...ଜାଣନ୍ତୁ ପୁଣି କେବେ ଉଠିବେ ମହାବାହୁ?

Posted by:-Chandan Shishu

21:44 PM

ମେଂଚାଏ ମେଂଚାଏ ଗହଣା ପିନ୍ଧିଛନ୍ତି....ସୁନାରେ ସଜେଇ ହୋଇଛନ୍ତି ଶ୍ରୀଜିଉ...

Posted by:-Chandan Shishu

21:43 PM

ସୁନାବେଶରେ ଝଟକୁଛନ୍ତି ମାଆ ସୁଭଦ୍ରିକା

Posted by:-Chandan Shishu

20:36 PM

ଦିବ୍ୟ ସୁନାବେଶ ଦେଖି ଭାବଭକ୍ତିରେ ଛଳଛଳ ଭକ୍ତ

Posted by:-Satyendu Shekher Mishra

20:25 PM

ରାଜରାଜେଶ୍ୱର ବେଶରେ ରଥାରୁଢ ଚତୁର୍ଦ୍ଧା ମୂରତି

Posted by:-Chandan Shishu

20:15 PM

ରଥ ଉପରକୁ ମହାପ୍ରଭୁଙ୍କ କିରିଟ ଓ ଶ୍ରୀପୟର ନେଉଛନ୍ତି ସେବାୟତ

Posted by:-Satyendu Shekher Mishra

20:13 PM

ରାଜରାଜେଶ୍ୱର ବେଶରେ ରଥାରୁଢ ଚତୁର୍ଦ୍ଧା ମୂରତି..

Posted by:-Satyendu Shekher Mishra

19:40 PM

ଐଶ୍ୱର୍ଯ୍ୟର ପ୍ରାବଲ୍ୟରେ ପ୍ରସ୍ପୁଟିତ ଶ୍ରୀଜିଉ, ରଥ ଉପରେ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ଦର୍ଶନ ଦେଉଛନ୍ତି ତିନି ଠାକୁର

Posted by:-Satyendu Shekher Mishra

19:39 PM

ରାତି ୧୨ଟା କି ୧ଟା ହେବ ସୁନା ଖୋଲୁ ଖୋଲୁ... ଲୋକ ଥିବା ଯାଏ ଦର୍ଶନ ଚାଲିବ : ସେବାୟତ

Posted by:-Satyendu Shekher Mishra

19:38 PM

ସୁନବେଶରେ ଝଟକୁଛି କାଳିଆ ସୁନା । ଏ ଦୃଶ୍ୟ ଦେଖିଲେ ନେତ୍ର ଯାଉଛି ଲାଖି

Posted by:-Satyendu Shekher Mishra

19:38 PM

ସଅଳ ସଜେଇ ହେଲେଣି ଶ୍ରୀଜିଉ... ବଡ଼ ରଥରେ ବଡ଼ ଠାକୁର

Posted by:-Satyendu Shekher Mishra

19:37 PM

ଦୁବ ଲାଗି ହେଉଛନ୍ତି ଶ୍ରୀଜିଉ... କି ସୁନ୍ଦର ଦିଶୁଛନ୍ତି ମାଆ ଯୋଗମାୟା

Posted by:-Satyendu Shekher Mishra

19:36 PM

ଆପଣ ଯାହା ମାଗିବେ ସବୁ ବଡ଼ ଠାକୁରଙ୍କୁ ସବୁ ମାଗିବେ... ସିଏ ଦୟାଳୁ...

Posted by:-Satyendu Shekher Mishra

19:36 PM

ହେ ମହାପ୍ରଭୁ.. ମହଣ ମହଣ ସୁନାରେ ତିଆରି ଆପଣଙ୍କ ଶ୍ରୀପୟର, ଆପଣଙ୍କ ଅପେକ୍ଷାରେ..

Posted by:-Satyendu Shekher Mishra

19:35 PM

ନଅ ଦିନରେ ଯାତ୍ରା ସାରି କାଳିଆ... ପୁଣି ତୁ ଆସିଲୁ ଫେରି...

Posted by:-Satyendu Shekher Mishra

19:34 PM

ଯିଏ ଆତ୍ମଶକ୍ତି ସିଏ ଇଚ୍ଛା ଶକ୍ତି : ଗରୁଡ ପଛରେ ଦେଖ ଦିଶୁଛି କଳାଶ୍ରୀମୁଖ...

Posted by:-Satyendu Shekher Mishra

19:31 PM

ରଥ ଉପରକୁ ମହାପ୍ରଭୁଙ୍କ କିରିଟ ଓ ଶ୍ରୀପୟର ନେଉଛନ୍ତି ସେବାୟତ

Posted by:-Satyendu Shekher Mishra

19:31 PM

ଆହାଃ... କି ଅପୂର୍ବ ବେଶ.. ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ...

Posted by:-Satyendu Shekher Mishra

19:30 PM

ମନପ୍ରାଣ ଦେଇ ଶ୍ରୀଜିଉଙ୍କ ସଜାଉଛନ୍ତି ସେବାୟତ । ଜାଣନ୍ତୁ ଜଗନ୍ନାଥଙ୍କର ସବୁଠୁ ପସନ୍ଦ କଣ ?

Posted by:-Satyendu Shekher Mishra

19:07 PM

ଆପଣ ଯାହା ମାଗିବେ ସବୁ ବଡ଼ ଠାକୁରଙ୍କୁ ସବୁ ମାଗିବେ...ସିଏ ଦୟାଳୁ...ସାଙ୍ଗେ ସାଙ୍ଗେ ସବୁ ଦେଇଦେବେ

Posted by:-Chandan Shishu

18:42 PM

ମହାପ୍ରଭୁଙ୍କୁ ସୁନାବେଶରେ ଦେଖିବାକୁ ବଡ଼ଦାଣ୍ଡରେ ଥାଟପଟାଳି ଭାଙ୍ଗୁଛି ଭକ୍ତଙ୍କ ଭିଡ଼

Posted by:-Satyendu Shekher Mishra

18:41 PM

ହେ ବଡବାଡର ମଣିମା...ତୁମେ ଆଶୀର୍ବାଦ ଦିଅ...ଘଣ୍ଟ ଘୋଡେଇ ଏ ଧରା ପୃଷ୍ଠକୁ ରଖିଥାଅ

Posted by:-Satyendu Shekher Mishra

18:41 PM

ଆମେ ଗୋଟିଏ ଥର ବେଶ ହେଲେ ପରଦିନ ଯାଏ ଆଉ ହୋଇନଥାଉ

Posted by:-Satyendu Shekher Mishra

18:40 PM

ଆଗେ ବସ୍ତ୍ର ଭୂଷଣ ପରେ ସୁନା ଅଳଙ୍କାର । ତିନିରଥରେ ଆରମ୍ଭ ହେଲାଣି ବେଶ...

Posted by:-Satyendu Shekher Mishra

18:40 PM

କୁନି ସେବାୟତଙ୍କ ହାତରେ ଶୁଭଶଙ୍ଖ...

Posted by:-Satyendu Shekher Mishra

18:39 PM

ସ୍ୱର୍ଣ୍ଣ ଆଭୂଷଣରେ ସଜେଇ ହେଉଛନ୍ତି ତିନି ଠାକୁର..

Posted by:-Satyendu Shekher Mishra

18:39 PM

ଆହାଃ.. କି ଅପୂର୍ବ ବେଶ.. ମହଣ ମହଣ ସୁନାରେ ଝଟକୁଛନ୍ତି ମହାପ୍ରଭୁ..

Posted by:-Satyendu Shekher Mishra

18:39 PM

ସୁନାବେଶ ପାଇଁ ମହାପ୍ରଭୁଙ୍କ ଶ୍ରୀପୟର ରଥ ଉପରକୁ ନେଉଛନ୍ତି ସେବାୟତ

Posted by:-Satyendu Shekher Mishra

18:29 PM

ରସିକ ନାଗର କାଳିଆଠାକୁର ଦିନକୁ ୫ଥର ବେଶ ଲାଗି ହୋଇଥାନ୍ତି.. କଣ କଣ ବେଶ ଲାଗି କରାଯାଏ ଜାଣନ୍ତୁ..

Posted by:-Satyendu Shekher Mishra

18:29 PM

କାହିଁକି ଭାଇ ଓ ଭଉଣୀଙ୍କ ସହ ରତ୍ନ ସିଂହାସନରେ ବସିଛନ୍ତି ଶ୍ରୀଜିଉ

Posted by:-Satyendu Shekher Mishra

18:28 PM

ଆଳତୀ ଚାଲିଛି...ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ବି ହେଉଛି...ବାସ୍‌ ଅପେକ୍ଷା ସେହି ବ୍ରହ୍ମ ମୁହୂର୍ତ୍ତକୁ

Posted by:-Satyendu Shekher Mishra

18:27 PM

ଶୁଭୁଛି ହରିବୋଲ, ହୁଲହୁଳି.. ସୁନାବେଶ ଅବସରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି

Posted by:-Satyendu Shekher Mishra

18:27 PM

ମହାପ୍ରଭୁଙ୍କ ମଥା ଉପରେ ୧୬ଟି, ବଡ଼ଠାକୁରଙ୍କ ୧୪ଟି ଏବଂ ମାଆ ଭଗବତୀଙ୍କର ୧୨ ଗୋଟି ଅଳଙ୍କାର ଲାଗି କରାଯାଇଥାଏ

Posted by:-Satyendu Shekher Mishra

18:26 PM

କେତେ ନାଟ କିରେ ତୋର? ରଥ ଉପରେ ବସି ସଜେଇ ହେଉଛୁ...

Posted by:-Satyendu Shekher Mishra

18:26 PM

ଆରମ୍ଭ ହେଲା ସୁନାବେଶ : ଦିବ୍ୟ ଦର୍ଶନ କରିବେ ଶ୍ରୀଜିଉ...କୃତ୍ୟ କୃତ୍ୟ ହେବେ ଭକ୍ତ

Posted by:-Satyendu Shekher Mishra

18:25 PM

ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବେଶ ହେବେ ମହାପ୍ରଭୁ.. ଏଥିପାଇଁ ରଥ ଉପରକୁ ସ୍ୱର୍ଣ୍ଣ ଆଭୂଷଣ ନେଉଛନ୍ତି ସେବାୟତ ...

Posted by:-Satyendu Shekher Mishra

18:25 PM

ରଥରେ ପହଞ୍ଚିଲାଣି ସୁନା । ମଣିମାଙ୍କୁ ସଜେଇ ଦେବେ ସେବାୟତ...ଅପୂର୍ବ ଦୃଶ୍ୟ ଦେଖିବା ପରେ ଆଖି ଯିବ ଲାଖି

Posted by:-Satyendu Shekher Mishra

18:24 PM

ମହାବାହୁଙ୍କ ସୁବର୍ଣ୍ଣ ଭୁଜ...ଗୋଟିଏ ହାତରେ ବଡ ମଣିମା ଧରିବେ ହଳ ଓ ମୁସଳ ସେପଟେ ଜଗା ଧରିବ ଶଙ୍ଖ ସହ ଚକ୍ର

Posted by:-Satyendu Shekher Mishra

18:24 PM

ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କ ଲାଗି ଯାଉଛି ମହଣ ମହଣ ସୁନା । ସତରେ କି ଅପୂର୍ବ ସେ ଦୃଶ୍ୟ...

Posted by:-Satyendu Shekher Mishra

18:23 PM

ରଥ ଉପରେ ତିନି ଠାକୁର.. ଚାଲିଛି ସନ୍ଧ୍ୟା ଧୂପ..

Posted by:-Satyendu Shekher Mishra

18:23 PM

୧୨ ମାସରେ ୧୨ ପର୍ବ । ଶ୍ରୀମନ୍ଦିର ଭିତରେ ଓ ବାହାରେ କେତେ ଥର ମୋଟ୍‌ ମହାପ୍ରଭୁଙ୍କର ହୁଏ ସୁନାବେଶ?

Posted by:-Satyendu Shekher Mishra

18:23 PM

ସୁନାବେଶ ବେଳେ ପୁରୀ ସହରକୁ ଜଗିଛି ଡ୍ରୋନ୍, ରଖିଛି କଡା ନଜର

Posted by:-Satyendu Shekher Mishra

18:22 PM

୧୩୮ ପ୍ରକାର ଅଳଙ୍କାରରେ ସଜେଇ ହେଉଛନ୍ତି ପରବ୍ରହ୍ମ ପ୍ରଭୁ ଶ୍ରୀ ଜଗନ୍ନାଥ.. ଆଜି ବିଳମ୍ବିତ ରାତି ଯାଏ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ମିଳିବ

Posted by:-Satyendu Shekher Mishra

18:21 PM

ଅନ୍ତ ହେଲା ଅପେକ୍ଷା । ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କ ଲାଗି ଯାଉଛି ମହଣ ମହଣ ସୁନା

Posted by:-Satyendu Shekher Mishra

18:21 PM

ଏକା ସାଙ୍ଗରେ ଡଲାରେ ରଖାଯାଇଛି ମହାବାହୁଙ୍କ ଅଳଙ୍କାର

Posted by:-Satyendu Shekher Mishra

18:20 PM

୨୪ ବେଶରୁ ବଡ଼ ଦୁର୍ଲଭ ବେଶ । ମନ୍ଦିର ଭିତରେ ସୁନାବେଶ ହୁଅନ୍ତି...ହେଲେ ରଥର ସୁନାବେଳ ବେଶ୍ ନିଆରା

Posted by:-Satyendu Shekher Mishra

18:20 PM

ମହାପ୍ରଭୁଙ୍କ ମାନବୀୟ ଲୀଳା ଜଗତକୁ କଣ ଶିଖାଏ ?

Posted by:-Satyendu Shekher Mishra

18:19 PM

ରଥକୁ ଚଢାଚାଲିଛି ତୁଳସୀ ମାଳ । ସୁନା ବେଶରେ ତୁଳସୀ ମାଳ ପିନ୍ଧି ସଜେଇ ହେବେ ଶ୍ରୀଜିଉ

Posted by:-Satyendu Shekher Mishra

18:19 PM

ପାଣି ସ୍ପ୍ରେ ହେଉଛି । ଭକ୍ତଙ୍କ ଭିଡ଼ ଜମୁଛି

Posted by:-Satyendu Shekher Mishra

18:18 PM

ଜଗାର ଅପୂର୍ବ ଦୃଶ୍ୟ ଦେଖିବା ଲାଗି ଦେବତାଙ୍କଠାରୁ ମାନବ ସମସ୍ତେ ଆଜି ବଡ଼ଦାଣ୍ଡରେ ରୁଣ୍ଡ

Posted by:-Satyendu Shekher Mishra

18:18 PM

ମହାପ୍ରଭୁ ତ ନିଜେ କାଳିଆ ସୁନା.. ସଂସାର ଯାକର ସମ୍ପତ୍ତି ତାଙ୍କୁ ସରି ହେବନାହିଁ...

Posted by:-Satyendu Shekher Mishra

18:17 PM

Live | ଶ୍ରୀଜିଉଙ୍କ ସୁନାବେଶ

Posted by:-Satyendu Shekher Mishra

18:17 PM

ସମସ୍ତଙ୍କ ମୁହଁରେ ଗୋଟିଏ କଥା...ଆମେ ଦେଖିବୁ ଚକାଆଖିକୁ

Posted by:-Satyendu Shekher Mishra

18:16 PM

ଆସିଗଲେଣି ଦଇତାପତି...ଅଣସର ଗୃହରୁ ନୀଳାଦ୍ରୀ ବିଜେ ଯାଏ ଏମାନେ ହିଁ ମହାବାହୁଙ୍କର ସବୁ ସେବା କରନ୍ତି

Posted by:-Satyendu Shekher Mishra

18:16 PM

ଆଉ କିଛି ସମୟ ମଧ୍ୟରେ ସୁନାରେ ସଜେଇ ହେବେ ଶ୍ରୀଜିଉ...

Posted by:-Satyendu Shekher Mishra

18:16 PM

ଜଗା ଦର୍ଶନ ଲାଗି ବଡ଼ଦାଣ୍ଡରେ ପହଞ୍ଚିଲେ ଦିବ୍ୟାଙ୍ଗ ଭକ୍ତ... ତୋ ଲୀଳା କିଏ ବୁଝିବ କିରେ?

Posted by:-Satyendu Shekher Mishra

18:15 PM

ଅସ୍ତ ହେଉଛନ୍ତି ସୂର୍ଯ୍ୟ...ସୁନା ବେଶ ହେଉଛି କାଳିଆ ସାଆନ୍ତେ...ଓଃ କି ଅପୂର୍ବ ଦୃଶ୍ୟ...

Posted by:-Satyendu Shekher Mishra

17:17 PM

ଘୋଡ଼ା ଖୋଲା ହେଲାଣି... ସୁନା ପିନ୍ଧିବାକୁ ପ୍ରସ୍ତୁତି ହେଲେଣି ମହାବାହୁ...

Posted by:-Satyendu Shekher Mishra

17:16 PM

ଜ୍ୱରରେ ପଡିଥିଲେ...ଟିକିଏ ଭଲ ହେବା ପରେ ଗୁଣ୍ଡିଚା ଯାତ୍ରାରେ ବାହାରିଲେ ଶ୍ରୀଜିଉ..

Posted by:-Satyendu Shekher Mishra

17:16 PM

ଶୁକ୍ଳପକ୍ଷ ଏକାଦଶୀ ତିଥୀରେ କାହିଁକି ହୁଏ ସୁନାବେଶ ? ଜାଣନ୍ତୁ କଣ ରହିଛି କାରଣ ?

Posted by:-Satyendu Shekher Mishra

17:05 PM

ଆଉ କିଛି ସମୟ ପରେ ଶ୍ରୀଜିଉ ପିନ୍ଧିବେ ମହଣ ମହଣ ସୁନା । ବଡଦାଣ୍ଡରେ ଲାଗିଲାଣି ପ୍ରବଳ ଗହଳି

Posted by:-Satyendu Shekher Mishra

17:04 PM

ଖରାକୁ ଖାତିର ନାହିଁ : ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅସମ୍ଭାଳ ହେଲାଣି ଭକ୍ତ ପ୍ରାଣ

Posted by:-Satyendu Shekher Mishra

17:04 PM

ଚକା ଚକା ଆଖିରେ ଅନେଇ ବସିଛି ଜଗନ୍ନାଥ । ସତେ ଯେମିତି ଭକ୍ତ କେତେବେଳେ ଆସିବ ସେଇ କଥାକୁ ଦେଖୁଛି

Posted by:-Satyendu Shekher Mishra

17:04 PM

ଶ୍ରୀମନ୍ଦିର ସାମ୍ନାରେ ଛିଡା ହୋଇଛନ୍ତି ରଥ...ମଣିମାଙ୍କୁ ଶାଢି ପିନ୍ଧାଇ ସଜ କରୁଛନ୍ତି ସେବାୟତ...ଦେଖନ୍ତୁ ସେହି ଅପୂର୍ବ ଦୃଶ୍ୟ

Posted by:-Satyendu Shekher Mishra

17:03 PM

ଫରଫର ହୋଇ ଉଡୁଛି ଶ୍ରୀମନ୍ଦିର ନେତ । ଏପଟେ ରତ୍ନଭଣ୍ଡାରରୁ ବୁହା ହେଉଛି ସୁନା

Posted by:-Satyendu Shekher Mishra

17:02 PM

କାହିଁକି ସୁଭଦ୍ରାଙ୍କ ପାଖରେ ରୁହନ୍ତି ସୁଦର୍ଶନ ମହାରାଜ ?

Posted by:-Satyendu Shekher Mishra

16:58 PM

‘ରତ୍ନଭଣ୍ଡାରରେ ଯେମିତି ପାଣି ଗଳୁଛି, ଦିନେ ଭୁଶୁଡ଼ି ପଡ଼ିବ’

Posted by:-Satyendu Shekher Mishra
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲାଯିବା ଦରକାର କହିଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର (ଜଗୁନି) । ରତ୍ନଭଣ୍ତାର ପ୍ରସଙ୍ଗରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ଓଟିଭିକୁ ସାକ୍ଷାତକାର ବେଳେ କହିଛନ୍ତି ଯେ, ରତ୍ନଭଣ୍ଡାରରେ ପାଣି ଗଳୁଛି, ଜିନିଷ ନଷ୍ଟ ହେଉଛି, ଏହାକୁ ନିହାତି ଖୋଲାଯାଉ । ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ । ଅଧିକ ପଢ଼ନ୍ତୁ

16:57 PM

ରତ୍ନଭଣ୍ତାରରୁ ରଥ ଉପରକୁ ଆସୁଛି ସୁବର୍ଣ୍ଣ ଅଳଙ୍କାର..ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର

Posted by:-Satyendu Shekher Mishra

16:30 PM

୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ.. ଦର୍ଶନ ପାଇ ଧନ୍ୟ ହୋଇଯିବେ ଅଗଣିତ ଭକ୍ତ

Posted by:-Satyendu Shekher Mishra

16:28 PM

ଆଉ କିଛି ସମୟ ମଧ୍ୟରେ ସୁନାରେ ସଜେଇ ହେବେ ଶ୍ରୀଜିଉ...

Posted by:-Satyendu Shekher Mishra

16:24 PM

ଭୁବନେଶ୍ୱରରୁ ପୁରୀ ବସ୍ ବା ଚାରି ଚକିଆ ଯାନରେ ଆସୁଥିଲେ..ଏଇପଟେ ଆସିବେ...

Posted by:-Satyendu Shekher Mishra

16:20 PM

ଦୀର୍ଘ ୭ଘଣ୍ଟା ଯାଏ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରି ସାନିଧ୍ୟ ନେଇପାରିବେ

Posted by:-Satyendu Shekher Mishra

16:20 PM

ଭକ୍ତଙ୍କୁ ଚକାନୟନରେ ଚାହିଁ ରହିଛି କାଳିଆ ସାଆନ୍ତ

Posted by:-Satyendu Shekher Mishra

16:20 PM

ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର.. ମଣିଷ ଭଳି ସବୁ ଲୀଳା କରୁଛନ୍ତି ଏ ଧରାପୃଷ୍ଠରେ…

Posted by:-Satyendu Shekher Mishra

16:05 PM

କପିଳେନ୍ଦ୍ର ଯାହା ଆଣିଥିଲେ ସେତିକିରେ ଆଜିଯାଏଁ ସୁନା ବେଶ ହେଉଛି । ଆଜିଯାଏ ଆଉ ଗୋଟିଏ ନୂଆ ସେଟ୍‌ ହୋଇପାରିଲା ନାହିଁ ।

Posted by:-Satyendu Shekher Mishra

16:05 PM

ବାହୁଡ଼ି ଆସିଛନ୍ତି ଦାରୁବ୍ରହ୍ମ.. ସିଂହଦ୍ୱାରରେ ଲାଗିଛି ତିନି ରଥ..ଚାଲିଛି ନୀତିକାନ୍ତି..ଆଜି ସୁନାବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ

Posted by:-Satyendu Shekher Mishra

16:00 PM

ଶୃଙ୍ଖଳିତ ସୁନାବେଶ ଦର୍ଶନ ନେଇ ପୁରୀରେ ସ୍ୱତନ୍ତ୍ର ଚ୍ରାଫିକ୍‌ ବ୍ୟବସ୍ଥା.. ଜାଣନ୍ତୁ କେଉଁଠି କରିବେ ପାର୍କିଂ

Posted by:-Satyendu Shekher Mishra

15:49 PM

LIVE - ମହଣ ମହଣ ସୁନାରେ ସଜେଇ ହେଉଛନ୍ତି ଶ୍ରୀଜିଉ

Posted by:-Satyendu Shekher Mishra

11:21 AM

ଜଗନ୍ନାଥ ମନ୍ଦିରକୁ ସୁବର୍ଣ୍ଣ ମନ୍ଦିର ଠାରୁ ବି ଅଧିକ ସୁନା ଦାନ କରିଥିଲେ ଏହି ରାଜା

Posted by:-Manoranjan Behera
  • କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା। ଅଧିକ ପଢ଼ନ୍ତୁ..

11:20 AM

ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ, ମହଣ ମହଣ ସୁନାରେ ସଜ୍ଜିତ ହେବେ...

Posted by:-Manoranjan Behera
  • ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ଅଧିକ ପଢ଼ନ୍ତୁ..

11:18 AM

ଆଜି ସୁନାବେଶ: ମହାପ୍ରଭୁଙ୍କ ରାଜାବେଶ ଦେଖି ଧନ୍ୟ ହେବେ ଭକ୍ତ

Posted by:-Manoranjan Behera
  • ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ଭିଡ ଓ ଠେଲାପେଲାକୁ ଖାତିର ନ କରି କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ ।

    ଅଧିକ ପଢ଼ନ୍ତୁ..