ଆଜି ଶ୍ରୀଜିଉଙ୍କ ସୁନାବେଶ । ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସଜ୍ଜିତ ହୋଇଛନ୍ତି ତିନିଠାକୁର । ରଥ ଉପରେ ମହାପ୍ରଭୁଙ୍କ ଅତି ସୁନ୍ଦର, କମନୀୟ ଓ ସୁଶୋଭିତ ସୁନା ବେଶ ଦେଖୁଛନ୍ତି ଅଗଣତି ଭକ୍ତ । ଏସବୁ ରୀତିନୀତିର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
00:19 AM
23:15 PM
23:14 PM
23:13 PM
23:13 PM
21:54 PM
21:50 PM
21:49 PM
21:49 PM
21:48 PM
21:47 PM
21:46 PM
21:45 PM
21:44 PM
21:43 PM
20:36 PM
20:25 PM
20:15 PM
20:13 PM
19:40 PM
19:39 PM
19:38 PM
19:38 PM
19:37 PM
19:36 PM
19:36 PM
19:35 PM
19:34 PM
19:31 PM
19:31 PM
19:30 PM
19:07 PM
18:42 PM
18:41 PM
18:41 PM
18:40 PM
18:40 PM
18:39 PM
18:39 PM
18:39 PM
18:29 PM
18:29 PM
18:28 PM
18:27 PM
18:27 PM
18:26 PM
18:26 PM
18:25 PM
18:25 PM
18:24 PM
18:24 PM
18:23 PM
18:23 PM
18:23 PM
18:22 PM
18:21 PM
18:21 PM
18:20 PM
18:20 PM
18:19 PM
18:19 PM
18:18 PM
18:18 PM
18:17 PM
18:17 PM
18:16 PM
18:16 PM
18:16 PM
18:15 PM
17:17 PM
17:16 PM
17:16 PM
17:05 PM
17:04 PM
17:04 PM
17:04 PM
17:03 PM
17:02 PM
16:58 PM
ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲାଯିବା ଦରକାର କହିଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର (ଜଗୁନି) । ରତ୍ନଭଣ୍ତାର ପ୍ରସଙ୍ଗରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ ଓଟିଭିକୁ ସାକ୍ଷାତକାର ବେଳେ କହିଛନ୍ତି ଯେ, ରତ୍ନଭଣ୍ଡାରରେ ପାଣି ଗଳୁଛି, ଜିନିଷ ନଷ୍ଟ ହେଉଛି, ଏହାକୁ ନିହାତି ଖୋଲାଯାଉ । ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ । ଅଧିକ ପଢ଼ନ୍ତୁ
16:57 PM
16:30 PM
16:28 PM
16:24 PM
16:20 PM
16:20 PM
16:20 PM
16:05 PM
16:05 PM
16:00 PM
15:49 PM
11:21 AM
କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା। ଅଧିକ ପଢ଼ନ୍ତୁ..
11:20 AM
ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି। ଅଧିକ ପଢ଼ନ୍ତୁ..
11:18 AM
ଆଜି ରଥାରୁଢ ଶ୍ରୀବିଗ୍ରହଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ମହଣ ମହଣ ସୁନାରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି। ଭିଡ ଓ ଠେଲାପେଲାକୁ ଖାତିର ନ କରି କାଳିଆ ଠାକୁରକୁ ଏହି ଅପୂର୍ବ ବେଶରେ ଦେଖି ନିଜକୁ ଧନ୍ୟ କରିବାକୁ ଚାହାନ୍ତି ପ୍ରତ୍ୟେକ ଭକ୍ତ ।