Advertisment

Odisha Home Dept Silent: ସରକାରଙ୍କ ବୋଲ ମାନୁନାହାନ୍ତି ଅଧିକାରୀ, ଦେଉନାହାନ୍ତି ତଥ୍ୟ

ବାରମ୍ବାର ନିର୍ଦ୍ଦେଶ ପରେ ଖାଲି ପଦବୀର ତଥ୍ୟ ଦେଉନଥିବା ସୂଚନା ମିଳିଛି । ୧୫ ତାରିଖ ପୂର୍ବରୁ ତଥ୍ୟ ଦେବାକୁ ଚିଠି ଲେଖି ଜଣାଇଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ । ଏନେଇ ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍  ଡିଜିଙ୍କୁ ଚିଠି ଲେଖାଯାଇଛି।

HOME DEPT

HOME DEPT Photograph: (OTV)

Advertisment

ଗୃହ ବିଭାଗରେ ଖାଲି ପଦବୀ ତଥ୍ୟ ଦେଉନାହାନ୍ତି ଅଧିକାରୀ । ବାରମ୍ବାର ନିର୍ଦ୍ଦେଶ ପରେ ଖାଲି ପଦବୀର ତଥ୍ୟ ଦେଉନଥିବା ସୂଚନା ମିଳିଛି । ୧୫ ତାରିଖ ପୂର୍ବରୁ ତଥ୍ୟ ଦେବାକୁ ଚିଠି ଲେଖି ଜଣାଇଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସଚିବ ।

Advertisment

ଏନେଇ ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍  ଡିଜିଙ୍କୁ ଚିଠି ଲେଖାଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର ଓ ଜୁଡିସିଆଲ୍  ଏକାଡେମୀକୁ ମଧ୍ୟ ଗୃହ ବିଭାଗ ଚିଠି କରିଛି । ୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଗୃହ ବିଭାଗରେ କେତେ ପଦବୀ ଖାଲି? ତଥ୍ୟ ଦେଉ ନାହାନ୍ତି ଅଧିକାରୀ
ବାରମ୍ବାର ନିର୍ଦ୍ଦେଶ ପରେ ଖାଲି ପଦବୀର ତଥ୍ୟ ଦେଉ ନାହାନ୍ତି
ଏନେଇ ଚିଠି ଲେଖିଲେ ଗୃହ ବିଭାଗ ସ୍ବତନ୍ତ୍ର ସଚିବ
ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍  ଡିଜିଙ୍କୁ ଲେଖିଲେ ଚିଠି
ହାଇକୋର୍ଟ ରେଜିଷ୍ଟ୍ରାର ଓ ଜୁଡିସିଆଲ୍  ଏକାଡେମୀକୁ ଗୃହ ବିଭାଗର ଚିଠି
୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ

Advertisment

Job Vacancy Odisha Home Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ