Advertisment

Zee Cine Awards 2026: ଜୀ ସିନେ ଆୱାର୍ଡ ୨୦୨୬ରେ ଷ୍ଟାଇଲିସ୍ ଲୁକ୍‌ରେ ସେଲେବ୍ରେଟୀ

ଜୀ ସିନେ ଆୱାର୍ଡ ୨୦୨୬ ଭବ୍ୟ କାର୍ଯ୍ୟକ୍ରମ ଖୁବ୍ ନିଆରା ଥିଲା। ସୋନମ ବାଜୱା, କ୍ରିତି ସାନନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ଅକ୍ଷୟ କୁମାରଙ୍କ ସମେତ ଅନେକ ବଲିଉଡ ଷ୍ଟାର ରେଡ କାର୍ପେଟରେ ସାମିଲ ହୋଇଥିଲେ। ପ୍ରତ୍ୟେକେ ଷ୍ଟାଇଲିସ୍ ଏବଂ ଗ୍ଲାମରସ୍ ଦେଖାଯାଉଥିଲେ ଏବଂ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ।

Zee Cine Awards 2026

ଜୀ ସିନେ ଆୱାର୍ଡ ୨୦୨୬ରେ ଷ୍ଟାଇଲିସ୍ ଲୁକ୍‌ରେ ସେଲେବ୍ରେଟୀ Photograph: (OTV)

Advertisment
Varun Dhawan Actor Akshay Kumar Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ