Advertisment

Jollywood Rift Deepens: ଜଲିଉଡରେ ଥମୁନି ମାଲିକ-କଳାକାର ଯାତେରା, ଥାନାରେ ଦିଆ ହେଲା ଏତଲା

ଜଲିଉଡରେ ଥମୁନି ମାଲିକ କଳାକାର ଯାତେରା। ପୁଣି ଯାତ୍ରା ମାଲିକ, କଳାକାରଙ୍କ ନାଁରେ ହୋଇଛି ଏତଲା। ଗଣନାଟ୍ୟର ଦୁଇ ନାମୀ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ମଞ୍ଚ ଚଢିନଥିଲେ।ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Jollywood

Jollywood Photograph: (OTV)

Advertisment

ଜଲିଉଡରେ ଥମୁନି ମାଲିକ କଳାକାର ଯାତେରା। ପୁଣି ଯାତ୍ରା ମାଲିକ, କଳାକାରଙ୍କ ନାଁରେ ହୋଇଛି ଏତଲା। ଭୁବନେଶ୍ୱର ଖଣ୍ଡଗିରିର ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ଏହି ଏତଲା ଦେଇଛି। ଖଣ୍ଡଗିରି ଯାତ୍ରା କୁମ୍ଭମେଳାରେ ଯାତ୍ରା ମଞ୍ଚସ୍ଥ କରୁଥିବା ତୁଳସୀ ଗଣନାଟ୍ୟର ଦୁଇ ନାମୀ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ମଞ୍ଚ ଚଢିନଥିଲେ। ତାଙ୍କ ବଦଳରେ ଛୋଟ କଳାକାରଙ୍କୁ ନେଇ ନାଟକ ପରିବେଷିତ ହୋଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି।

Advertisment

ନାମୀ କଳାକାରଙ୍କୁ ନେଇ କମିଟି ଯାତ୍ରା ଆୟୋଜନ କରିବାକୁ ଚୁକ୍ତି କରିଥିବାବେଳେ ଛୋଟ ଛୋଟ କଳାକାରଙ୍କୁ ନେଇ ଯାତ୍ରା ମଞ୍ଚସ୍ଥ କରିଥିଲା ତୁଳସୀ ଗଣନାଟ୍ୟ। ସେପଟେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁନାବୁ ମୁଖ୍ୟ ଅଭିନେତା ସାଇ ଓ ଅଭିନେତ୍ରୀ ପାୟଲଙ୍କ ନାଁରେ ଏତଲା ଦେଇଛନ୍ତି । ...

ମାଲିକ କଳାକାର ଯାତେରା 

ଯାତ୍ରା ମାଲିକ, କଳାକାରଙ୍କ ନାଁରେ ଏତଲା

ଖଣ୍ଡଗିରି ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦର ଏତଲା 

ଛୋଟ କଳାକାରଙ୍କୁ ନେଇ ଯାତ୍ରା ପରିବେଷଣ ଅଭିଯୋଗ 

ଯାତ୍ରାରେ ନଥିଲେ ୨ ନାମୀ କଳାକାର 

ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଅନୁପସ୍ଥିତ ଥିଲେ 

ଦୁଇ କଳାକାରଙ୍କ ନାଁରେ ଯାତ୍ରା ମାଲିକଙ୍କ ପାଲଟା ଏତଲା 

Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ