Advertisment

Surbhi Jyoti Flaunts Baby Bump: ମନ ଜିତୁଛି ସୁରଭି ଜ୍ୟୋତିଙ୍କ ପ୍ରେଗ୍ନେନ୍ସୀ ଗ୍ଲୋ; ଖୁବ୍ ସରଳ, ଖୁବ୍ ଆକର୍ଷଣୀୟ

ଟିଭି ଅଭିନେତ୍ରୀ ସୁରଭି ଜ୍ୟୋତି ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସେ ନିକଟରେ ଏକ ପ୍ରେଗ୍ନନାନ୍ସୀ ଫଟୋସୁଟ୍ କରିଥିଲେ, ଯେଉଁଥିରେ ସେ ସମ୍ପୂର୍ଣ୍ଣ ସୁନ୍ଦର ଦେଖାଯାଉଛନ୍ତି।

Surbhi Jyoti Flaunts Baby Bump

ମନ ଜିତୁଛି ସୁରଭି ଜ୍ୟୋତିଙ୍କ ପ୍ରେଗ୍ନେନ୍ସୀ ଗ୍ଲୋ Photograph: (OTV)

Advertisment
Pregnancy Celebrity Hindu Traditions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ