Advertisment

Actress Announces Second Pregnancy: ସୋନମ କପୁର ବେବି ବମ୍ପ ଫଟୋ ସୋସିଆଲ ମିଡିଆରେ ଭାଇରାଲ; ବାୟୁ ପରେ କିଏ?

ପୁଣି ଥରେ ମା’ ହେବେ ଅନୀଲ୍ ଲଳନା ସୋନମ କପୁର। ନିକଟରେ ସୋସିଆଲ ମିଡିଆରେ ତାଙ୍କ ବେବି ବମ୍ପର ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ପୋଷ୍ଟ ହେବା ପରେ ଭାଇରାଲ ହୋଇଛି। ପ୍ରଶଂସକମାନେ ତାଙ୍କ ଗ୍ରେସକୁ ଖୁବ୍ ପ୍ରଶଂସା କରୁଛନ୍ତି।

Actress Announces Second Pregnancy

ସୋନମ କପୁର ବେବି ବମ୍ପ ଫଟୋ ସୋସିଆଲ ମିଡିଆରେ ଭାଇରାଲ Photograph: (OTV)

Advertisment
Pregnancy Sonam Kapoor Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ