Advertisment

Sanya Malhotra Celebrates 34th Birthday: ସାନ୍ୟା ମଲହୋତ୍ରାଙ୍କ ବାର୍ଥ ଡେ ଲୁକ୍; ସୋସିଆଲ୍ ମିଡିଆରେ କମେଣ୍ଟ୍ ସୁଅ

ଅଭିନେତ୍ରୀ ସାନ୍ୟା ମଲହୋତ୍ରା ୩୪ ବର୍ଷ ବୟସରେ ପାଦ ଦେଇଛନ୍ତି। ସେ ଫେବୃଆରୀ ୨୫ ତାରିଖରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ସାନ୍ୟା ପାପାରାଜିଙ୍କ ସହିତ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ଏହି ଫଟୋ ଏବେ ଭାଇରାଲ ହେଉଛି।

Sanya Malhotra Celebrates 34th Birthday

ସାନ୍ୟା ମଲହୋତ୍ରାଙ୍କ ବାର୍ଥ ଡେ ଲୁକ୍ Photograph: (OTV)

Advertisment
Sanya Malhotra Birthday Sanya Malhotra Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ