ଖୁବ୍ ସୁନ୍ଦର ରାଜପାଲ ଯାଦବଙ୍କ ପତ୍ନୀ ରାଧା Photograph: (OTV)
/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-19-25.jpg)
Rajpal Yadav Beautiful Love Story
ରାଜପାଲ ଯାଦବ ଲେଖିଥିଲେ, "ମୋ ଜୀବନରେ ଦୁଇଟି ରାଧା ଅଛନ୍ତି। ଜଣେ ହେଉଛନ୍ତି ମୋର କୁଳଦେବୀ ରାଧାରାଣୀ, ଯିଏ ମୋ କପାଳର ତିଳକ, ଏବଂ ଅନ୍ୟ ଜଣେ ହେଉଛନ୍ତି ମୋ ପତ୍ନୀ ରାଧା, ଯିଏ ମୋର ଗର୍ବ ଏବଂ ସମ୍ମାନ।"
/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-19-44.jpg)
Rajpal Yadav Beautiful Love Story
୨୦୦୨ ମସିହାରେ, ରାଜପାଲ "ଦି ହିରୋ: ଲଭ ଷ୍ଟୋରୀ ଅଫ୍ ଏ ସ୍ପାଏ" ଫିଲ୍ମର ସୁଟିଂ ପାଇଁ କାନାଡା ଯାଇଥିଲେ। ସେଠାରେ, ଜଣେ ବନ୍ଧୁ ତାଙ୍କୁ ରାଧାଙ୍କ ସହ ପରିଚୟ କରାଇଥିଲେ।
/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-20-01.jpg)
Rajpal Yadav Beautiful Love Story
ଏହି ସାକ୍ଷାତରେ ଦୁହେଁ ନିଜ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି କଥା ହୋଇଥିଲେ ଏବଂ ୧୦ ଦିନର ସାକ୍ଷାତ ପରେ ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କରିଥିଲେ।
/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-20-24.jpg)
Rajpal Yadav Beautiful Love Story
'ଦି ହିରୋ: ଲଭ ଷ୍ଟୋରି ଅଫ୍ ଏ ସ୍ପାଏ' ଫିଲ୍ମର ସୁଟିଂ ଶେଷ କରିବା ପରେ, ରାଜପାଲ ଭାରତ ଫେରି ଆସିଥିଲେ, କିନ୍ତୁ ଫୋନ୍ କଲ୍ ମାଧ୍ୟମରେ ରାଧାଙ୍କ ସହ ତାଙ୍କର ବନ୍ଧୁତା ଅକ୍ଷୁର୍ଣ୍ଣ ରହିଥିଲା।
/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-20-50.jpg)
Rajpal Yadav Beautiful Love Story
ପ୍ରାୟ ୧୦ ମାସ ଧରି ନିରନ୍ତର ଆଲୋଚନା ପରେ, ରାଧା ଭାରତ ଆସିବାକୁ ନିଷ୍ପତ୍ତି ନେଇଥିଲେ। ତା'ପରେ ଦୁହେଁ ଜୁନ୍ ୧୦, ୨୦୦୩ରେ ବିବାହ କରିଥିଲେ।
/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-21-10.jpg)
Rajpal Yadav Beautiful Love Story
ଏବେ ଉଭୟଙ୍କର ଦୁଇ ଝିଅ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/rajpal-yadav-beautiful-love-story-2026-02-11-14-18-45.jpg)