Advertisment

Malaika Arora: ମାଆଙ୍କ ସହ ମଲାଇକା ଆରୋରାଙ୍କ ଫଟୋ ଦେଖି ପ୍ରଶଂସକ ହେଲେ ପାଗଳ

ମଲାଇକା ଆରୋରାଙ୍କୁ ଦେଖି, କେହି ତାଙ୍କ ବୟସ ଅନୁମାନ କରିପାରିବେ ନାହିଁ। ୫୨ ବର୍ଷ ବୟସରେ ବି ସେ ଆଜିର ଅଭିନେତ୍ରୀମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। ମଲାଇକା ଏବେ ତାଙ୍କ ମାଆଙ୍କ ସହ ନଜର ଆସିଥିବା ବେଳେ ତାଙ୍କ ରୂପ ସମସ୍ତଙ୍କୁ ଆକର୍ଷଣ କରୁଛି।

Malaika Arora

ମାଆଙ୍କ ସହ ମଲାଇକା ଆରୋରାଙ୍କ ଫଟୋ ଦେଖି ପ୍ରଶଂସକ ହେଲେ ପାଗଳ Photograph: (OTV)

Advertisment
Bollywood Malaika Arora Malaika Arora Beauty Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ