ଫଲୋ କରନ୍ତୁ ଦିଶା ପାଟନୀଙ୍କ ଲାଲ ଆଉଟ୍ଫିଟ୍ Photograph: (OTV)
/odishatv-khabar/media/media_files/2026/02/10/disha-patani-fashion-2026-02-10-15-31-06.jpg)
Disha Patani Fashion
ଏହି ସ୍ୱତନ୍ତ୍ର ଦିନରେ ଦିଶା ପାଟନୀଙ୍କ ଲାଲ ଆଉଟ୍ଫିଟ୍ ଯେକୌଣସି ରୋମାଣ୍ଟିକ ଡେଟ୍କୁ ଆହୁରି ସ୍ୱତନ୍ତ୍ର କରିପାରେ।
/odishatv-khabar/media/media_files/2026/02/10/disha-patani-fashion-2026-02-10-15-31-25.jpg)
Disha Patani Fashion
ଏହି ସାଟିନ୍ ଷ୍ଟ୍ରାପ୍ଲେସ୍ ଶୋଲ୍ଡର୍ ଡ୍ରେସ୍ ଭାଲେଣ୍ଟାଇନ୍ସ ଡେ’ ପାଇଁ ପୂରା ଫିଟ୍। ଏହା ପିନ୍ଧିବାକୁ ବହୁତ ଆରାମ ଏବଂ ଆପଣଙ୍କୁ ଏକ ଚମତ୍କାର ଲୁକ୍ ଦେଇପାରେ।
/odishatv-khabar/media/media_files/2026/02/10/disha-patani-fashion-2026-02-10-15-31-46.jpg)
Disha Patani Fashion
ଯଦି ଆପଣ ଡିନର ଡେଟ୍ରେ ଯାଉଛନ୍ତି, ତେବେ ଏଭଳି ଏକ ସିଲ୍କ କାଉଲ୍ ନେକ୍ ଡ୍ରେସ୍ ବାଛି ପାରିବେ।
/odishatv-khabar/media/media_files/2026/02/10/disha-patani-fashion-2026-02-10-15-32-07.jpg)
Disha Patani Fashion
ଏଭଳି ଏକ ସ୍ୱିଟହାର୍ଟ ନେକ୍ ଡ୍ରେସ୍ ମଧ୍ୟ ଆପଣଙ୍କ ଲୁକ୍କୁ ଆହୁରି ସୁନ୍ଦର କରିଦେବ। ଆପଣ ଏହାକୁ ଖୋଲା ଚୁଟି ଏବଂ ସର୍ବନିମ୍ନ ଆସେସୋରିଜ୍ ସହିତ ଯୋଡ଼ିପାରିବେ।
/odishatv-khabar/media/media_files/2026/02/10/disha-patani-fashion-2026-02-10-15-32-24.jpg)
Disha Patani Fashion
ଏହି ଷ୍ଟ୍ରାପ୍ ଶୋଲ୍ଡର ବଡୀ ହଗିଙ୍ଗ୍ ଡ୍ରେସ୍ ଆପଣଙ୍କ ଫିଗରକୁ ଆହୁରି ଚକକେଇଦେବ। ଏହି ଡ୍ରେସ୍ ପିନ୍ଧି ଆପଣ ଖୁବ୍ ଆତ୍ମବିଶ୍ୱାସୀ ଏବଂ ଆକର୍ଷଣୀୟ ଦେଖାଯାଇପାରିବେ।
/odishatv-khabar/media/media_files/2026/02/10/disha-patani-fashion-2026-02-10-15-32-40.jpg)
Disha Patani Fashion
ଏହି ଲାଲ ପୋଷାକଟି ଆପଣଙ୍କୁ ଡ୍ରିମ୍ ଗାର୍ଲ କରିଦେବ। ଏହା ଭାଲେଣ୍ଟାଇନ୍ସ ଡେ’ ପାଇଁ ଏକ ପରଫେକ୍ଟ୍ ପୋଷାକ, ଯାହା ଏକ ରୋମାଣ୍ଟିକ ଏବଂ ସୁନ୍ଦର ଲୁକ୍ ଦେଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/disha-patani-fashion-2026-02-10-15-30-05.jpg)