Advertisment

Deepika Padukone Stuns Fans: କଳା ଡ୍ରେସରେ ଦୀପିକା ପାଦୁକୋନଙ୍କ ଗ୍ଲାମରସ୍ ଲୁକ୍, ସୋସିଆଲ ମିଡିଆରେ ଭାଇରାଲ

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ନିୟମିତ ଭାବରେ ସୋସିଆଲ ମିଡିଆରେ ନିଜର ଚମତ୍କାର ଫଟୋ ସେୟାର କରନ୍ତି। ବର୍ତ୍ତମାନ ସେ ତାଙ୍କର ଗ୍ଲାମରସ୍ ଲୁକ୍‌ରେ ପ୍ରଶଂସକମାନଙ୍କୁ ଉତ୍ସାହିତ କରିଛନ୍ତି। ତାଙ୍କର ଏହି ଫଟୋଗୁଡ଼ିକ ଦେଖି ପ୍ରଶଂସକ ଫିଦା।

Deepika Padukone Stuns Fans

କଳା ଡ୍ରେସରେ ଦୀପିକା ପାଦୁକୋନଙ୍କ ଗ୍ଲାମରସ୍ ଲୁକ୍ Photograph: (OTV)

Advertisment
Deepika Bollywood Actress Deepika Padukone Deepika Padukon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ