Advertisment

ଭାରତୀୟ ସିନେ ଜଗତକୁ ପାକିସ୍ତାନୀ କଳାକାର ବ୍ୟାନ୍

ମୁମ୍ବାଇ: ପୁଲୱାମା ହମ୍‌ଲା ପରେ ପାକିସ୍ତାନ ଉପରେ ସବୁମତେ ପ୍ରତିଶୋଧ ନେବାକୁ ଭାରତ ପଣ କରିଛି । ପ୍ରଥମେ ପାକିସ୍ତାନକୁ ଦିଆଯାଇଥିବା ‘ମୋଷ୍ଟ ଫେଭରଡ୍‌ ନେଶନ (ଏମ୍‌ଏଫ୍‌ଏନ୍‌)’ର ମାନ୍ୟତା ପ୍ରତ୍ୟାହାର ପରେ ପାକିସ୍ତାନରୁ ଭାରତକୁ ଆମଦାନୀ ହୋଇ ଆସୁଥିବା ସବୁ ପ୍ରକାରର ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ ଆଉ ଏବେ ଭାରତୀୟ ସିନେମା ଜଗତକୁ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍‌। ଭାରତୀୟ ସିନେମା ଜଗତକୁ ପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍‌ ନେଇ ଭାରତୀୟ ସିନେ ୱାର୍କର୍ସ […]

ଭାରତୀୟ ସିନେ ଜଗତକୁ ପାକିସ୍ତାନୀ କଳାକାର ବ୍ୟାନ୍

pak actor

Advertisment

ମୁମ୍ବାଇ: ପୁଲୱାମାହମ୍ଲାପରେପାକିସ୍ତାନଉପରେସବୁମତେପ୍ରତିଶୋଧନେବାକୁଭାରତପଣକରିଛିପ୍ରଥମେପାକିସ୍ତାନକୁଦିଆଯାଇଥିବାମୋଷ୍ଟଫେଭରଡ୍ନେଶନ (ଏମ୍ଏଫ୍ଏନ୍‌)’ମାନ୍ୟତାପ୍ରତ୍ୟାହାରପରେପାକିସ୍ତାନରୁଭାରତକୁଆମଦାନୀହୋଇଆସୁଥିବାସବୁପ୍ରକାରରସାମଗ୍ରୀଉପରେ୨୦୦% ସୀମାଶୁଳ୍କଲାଗୁଆଉଏବେଭାରତୀୟସିନେମାଜଗତକୁପାକିସ୍ତାନୀକଳାକାରଙ୍କୁବ୍ୟାନ୍

Advertisment

ଭାରତୀୟସିନେମାଜଗତକୁପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍‌ ନେଇ ଭାରତୀୟସିନେୱାର୍କର୍ସଆସୋସିଏସନ୍ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଛି। କୌଣସିପାକିସ୍ତାନୀକଳାକାରଙ୍କୁସୁଯୋଗନଦେବାକୁନିଷ୍ପତ୍ତିନିଆଯାଇଛି। ଆଉ ଯଦି କୌଣସି ସଂଗଠନ ପାକିସ୍ତାନୀ କଳାକାରଙ୍କ ସହ କାମ କରିବ ତେବେ ସେହି ସଂଗଠନକୁ ଭାରତୀୟସିନେୱାର୍କର୍ସଆସୋସିଏସନ୍ ବ୍ୟାନ୍‌ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। 

ପୁଲ୍ୱାମାହମ୍ଲାରପ୍ରତିବାଦରେବଲିଉଡ୍ଜଗତପାକିସ୍ତାନବିରୋଧରେଏଭଳିପଦକ୍ଷଷପଗ୍ରହଣକରିଛି

Advertisment

ଅନ୍ୟପଟେ,ପାକିସ୍ତାନୀକଳାକାରଙ୍କୁବ୍ୟାନ୍ନେଇଟ୍ୱିଟର୍ୟୁଜର୍ସମାନେଏହାକୁସମର୍ଥନକରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ