Advertisment

Arijit Singh Lives a Simple Life: ନା ବଙ୍ଗଳା, ନା ଲକ୍ଜରୀ କାର୍; ଅରିଜିତଙ୍କ ଘର ଦେଖିଲେ ବିଶ୍ୱାସ ହେବ ନାହିଁ

ମନୋରଂଜନ ଶିଳ୍ପର ଲୋକମାନେ ପ୍ରାୟତଃ ସେମାନଙ୍କ କାମ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଜଣାଶୁଣା। ମହଙ୍ଗା କାର ଏବଂ ଆରାମଦାୟକ ଘର ସେମାନଙ୍କ ପାଇଁ ସାଧାରଣ କଥା। ତଥାପି, ଲକ୍ଷ ଲକ୍ଷ ରୋଜଗାର କରୁଥିବା ଅରିଜିତ ସିଂହ ଏକ ସାଧାରଣ ଘରେ ରୁହନ୍ତି।

Arijit Singh Lives a Simple Life

ନା ବଙ୍ଗଳା, ନା ଲକ୍ଜରୀ କାର୍; ଅରଜିତଙ୍କ ଘର ଦେଖିଲେ ବିଶ୍ୱାସ ହେବ ନାହିଁ Photograph: (OTV)

Advertisment
Bollywood Superstar Singer Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ