Advertisment

Celebrity Spat: ଅଭିନେତା ପୀୟୂଷଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା, ସେ ହେଉଛି ସାଇଲେଣ୍ଟ ଆକ୍ଟର

କଥା କମ୍ କହୁଛନ୍ତି। ମୁରୁକି ମୁରୁକି ହସୁଛନ୍ତି। ଦର୍ଶକଙ୍କୁ ଫସାଉଛନ୍ତି। ବିବାଦ ପାଇଁ ଦର୍ଶକଙ୍କ ନିକଟରେ ପୀୟୂଷଙ୍କର କ୍ରେଜ୍ ବଢ଼ିଛି ବୋଲି କହିଛନ୍ତି ରାଣୀ ପଣ୍ଡା। ଆଗକୁ ଆସୁଛି ଖଣ୍ଡଗିରି ଯାତ୍ରା...

Piyush Tripathy

Piyush Tripathy Photograph: (OTV)

Advertisment

ଯାତ୍ରା ଅଭିନେତା ପିୟୂଷ ତ୍ରିପାଠୀ ଓ ଅଭିନେତ୍ରୀ ରାଣୀ ପଣ୍ଡା କଥା କଟାକଟି। ଆଜିକାଲି ଯିଏ ଯେତେ ବିବାଦୀୟ ହେଉଛି ତାର କ୍ରେଜ୍ ସେତେ ବଢ଼ୁଛି। ଏଭଳି କହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ପୀୟୂଷ ହେଉଛି ସାଇଲେଣ୍ଟ ଆକ୍ଟର।

Advertisment

ମୁରୁକି ମୁରୁକି ହସି ଦର୍ଶକଙ୍କୁ ଫସାଉଛନ୍ତି

କଥା କମ୍ କହୁଛନ୍ତି। ମୁରୁକି ମୁରୁକି ହସୁଛନ୍ତି। ଦର୍ଶକଙ୍କୁ ଫସାଉଛନ୍ତି। ଏବେ ବିବାଦ ପାଇଁ ଦର୍ଶକଙ୍କ ନିକଟରେ ପୀୟୂଷଙ୍କର କ୍ରେଜ୍ ବଢ଼ିଛି ବୋଲି କହିଛନ୍ତି ରାଣୀ ପଣ୍ଡା। ଆଗକୁ ଆସୁଛି ଖଣ୍ଡଗିରି ଯାତ୍ରା, ସେଇଠି ହିଁ ଭେଟ ହେବ କ୍ରେଜ ଜଣାପଡିବ ବୋଲି କହିଛନ୍ତି ରାଣୀ।

ସେପଟେ ପ୍ରତିକ୍ରିୟା ରଖିଛନ୍ତିି ପୀୟୂଷ। କିଏ କଣ କହୁଛି ମୋର ସେଥିରେ କିଛି ଯାଏ ଆସେ ନାହିଁ। ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି। ଭଗବାନ ଯାହା ଚାହିଁବେ ସେଇଆ ହେବ। ଯାଜପୁର ଜିଲ୍ଲା ବିଞ୍ଝାରପୁରର ବରୁଣେଶ୍ୱର ମେଳାରେ ଦୁଇ ଯାତ୍ରା କଳାକାରଙ୍କୁ ଦେଖିବାକୁ ମିଳିଛି। 

Advertisment

ପୀୟୁଷ ତ୍ରିପାଠୀ ଓ ରାଣୀ ପଣ୍ଡା କଥା କଟାକଟି

"ଯିଏ ବିବାଦୀୟ ହେଉଛି ତାର କ୍ରେଜ୍ ବଢ଼ୁଛି' 
ପୀୟୂଷ ହେଉଛି ସାଇଲେଣ୍ଟ ଆକ୍ଟର: ରାଣୀ ପଣ୍ଡା
କିଏ କଣ କହୁଛି ମୋର କିଛି ଯାଆ ଆସେ ନାହିଁ: ପୀୟୂଷ
'ଏଠି ଭଗବାନଙ୍କ ଇଚ୍ଛାରେ ସବୁ ଚାଲିଛି'

Jollywood Actor Piyush Tripathy Rani Panda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ