Advertisment

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ କୁହାଯାଉଥିବା ଆମିର୍‌ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ଅନେକ ହିଟ୍‌ ଫିଲ୍ମରେ କାମ କରି ଆମିର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କ୍ୱାଲିଟି ଉପରେ ସର୍ବଦା ଧ୍ୟାନ ଦେଉଥିବା ଅମିର ବର୍ଷକୁ ଗୋଟେ ଫିଲ୍ମ କରନ୍ତି ଆଉ ସେଇଟା ହିଟ୍‌ ସାବ୍ୟସ୍ତ ହୁଏ। ହେଲେ ଆମିର ପୁଅ କିନ୍ତୁ ଫିଲ୍ମ ପାଇଁ ଦେଇଥିବା ଅଡିସନ୍‌ରେ ଫେଲ୍‌ ହୋଇଛନ୍ତି। ଆମିରଙ୍କ ପୁଅ ଜୁନୈଦ ଖାନ ମାଲାୟାଲମ୍‌ ଫିଲ୍ମ ପାଇଁ […]

ଅଭିନୟ କ୍ଷେତ୍ରରେ ପୁଅକୁ ସାହାଯ୍ୟ କରିବାକୁ ମନାକଲେ ଆମିର

amitr

Advertisment

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍‌ସନିଷ୍ଟ କୁହାଯାଉଥିବା ଆମିର୍‌ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ଅନେକ ହିଟ୍‌ ଫିଲ୍ମରେ କାମ କରି ଆମିର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କ୍ୱାଲିଟି ଉପରେ ସର୍ବଦା ଧ୍ୟାନ ଦେଉଥିବା ଅମିର ବର୍ଷକୁ ଗୋଟେ ଫିଲ୍ମ କରନ୍ତି ଆଉ ସେଇଟା ହିଟ୍‌ ସାବ୍ୟସ୍ତ ହୁଏ।

Advertisment

ହେଲେ ଆମିର ପୁଅ କିନ୍ତୁ ଫିଲ୍ମ ପାଇଁ ଦେଇଥିବା ଅଡିସନ୍‌ରେ ଫେଲ୍‌ ହୋଇଛନ୍ତି। ଆମିରଙ୍କ ପୁଅ ଜୁନୈଦ ଖାନ ମାଲାୟାଲମ୍‌ ଫିଲ୍ମ ପାଇଁ ଦେଇଥିବା ଅଡିସନ୍‌ରେ ରିଜେକ୍ଟ ହୋଇଥିବା ସୂଚନା ମିଳିଛି।

publive-imageଗତକିଛି ଦିନ ତଳେ ଜୁନୈଦ ମାଲାୟାଲମ୍‌ ଫିଲ୍ମ ‘ଇସ୍କ’ର ହିନ୍ଦୀ ରିମେକ୍‌ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି କୁହାଯାଉଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ନିରଜ ପାଣ୍ଡେ ଦେଇଥାନ୍ତେ। କିନ୍ତୁ ଏବେ ଜୁନୈଦ ଏହି ଫିଲ୍ମ ପାଇଁ ଦେଇଥିବା ଅଡିସନ୍‌ରେ ଫେଲ୍‌ ହୋଇଛନ୍ତି ବୋଲି ଶୁଣିବାକୁ ମିଳିଛି।

Advertisment

ସେପଟେ ବାପା ଆମିର୍‌ ଅଭିନୟ କ୍ଷେତ୍ରରେ ଜୁନୈଦଙ୍କୁ କୌଣସି ପ୍ରକାର ସାହାଯ୍ୟ କରିବେ ନାହିଁ। ଜୁନୈଦ୍‌ଙ୍କୁ ନିଜ ଦକ୍ଷତା ଦ୍ୱାରା ହିଁ ବଲିଉଡ୍‌ରେ କାମ କରିବା ଦରକାର ବୋଲି ଆମିର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ