Advertisment

ବୋଲ୍ଡ ଫଟୋକୁ ନେ‍ଇ ଅଡୁଆରେ ଅମିର୍ ଖାନ୍‌ଙ୍କ ଝିଅ

ମୁମ୍ବାଇ: କୌଣସି ସେଲିବ୍ରିଟି ହୁଅନ୍ତୁ ବା ଗ୍ଲାମର ଦୁନିଆର୍ କେଉଁ କଳାକାର ସୋସିଆଲ୍ ମିଡିଆରେ ଏବେ ବେଶ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ବଲିଉଡ୍ ସୁପର୍ ଷ୍ଟାର୍ ଅମିର୍ ଖାନ୍‌ଙ୍କ ଲଳନା ଆୟରା ଖାନ କୌଣସି ଗ୍ଲାମର ଦୁନିଆରେ ନ ଥିଲେ ବି ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି କମ୍ ନୁହେଁ। ଆଜିକାଲି ସେ କୌଣସି ନା କୌଣସି କାରଣକୁ ନେଇ‍ ବେଶ ଚର୍ଚ୍ଚାରେ ରହୁଛନ୍ତି, ତାଙ୍କ ପ୍ରେମକୁ ନେ‍ଇ ହଉ ବା କୌଣସି […]

ବୋଲ୍ଡ ଫଟୋକୁ ନେ‍ଇ ଅଡୁଆରେ ଅମିର୍ ଖାନ୍‌ଙ୍କ ଝିଅ

4

Advertisment

ମୁମ୍ବାଇ: କୌଣସି ସେଲିବ୍ରିଟି ହୁଅନ୍ତୁ ବା ଗ୍ଲାମର ଦୁନିଆର୍ କେଉଁ କଳାକାର ସୋସିଆଲ୍ ମିଡିଆରେ ଏବେ ବେଶ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ବଲିଉଡ୍ ସୁପର୍ ଷ୍ଟାର୍ ଅମିର୍ ଖାନ୍‌ଙ୍କ ଲଳନା ଆୟରା ଖାନ କୌଣସି ଗ୍ଲାମର ଦୁନିଆରେ ନ ଥିଲେ ବି ତାଙ୍କ ଲୋକପ୍ରିୟତା କୌଣସି ବଲିଉଡ୍ ଷ୍ଟାର୍‌ଙ୍କ ଠାରୁ ବି କମ୍ ନୁହେଁ। ଆଜିକାଲି ସେ କୌଣସି ନା କୌଣସି କାରଣକୁ ନେଇ‍ ବେଶ ଚର୍ଚ୍ଚାରେ ରହୁଛନ୍ତି, ତାଙ୍କ ପ୍ରେମକୁ ନେ‍ଇ ହଉ ବା କୌଣସି ଫଟୋକୁ ନେଇ ହଉ।

Advertisment

publive-image

ତାଙ୍କ ସୌନ୍ଦର୍ଯ୍ୟ ବି କୌଣସି ହିରୋଇନଙ୍କ ଠାରୁ ବି କମ ନୁହେଁ। ନିକଟରେ ଆୟରା ତାଙ୍କ ଫିଟ୍‌ନେସ୍ ଟ୍ରେନର୍ ନୁପୁର ଶିଖରେଙ୍କ ସହିତ ନିଜ ସମ୍ପର୍କକୁ ନେଇ ଖୁଲାସା କରିଥିଲେ। ସେବେଠାରୁ ସେ ନୁପୁର୍ ଶେଖରଙ୍କ ସହିତ ପ୍ରେମ ବାଣ୍ଟିବାର କୌଣସି ମୌକାକୁ ହାତ ଛଡା କରୁ ନାହାନ୍ତି।

publive-image

ଏହିସବୁ ଘଟଣା ସେତେବେଳେ ଚର୍ଚ୍ଚା ହୋଇଥିବା ବେଳେ ଏଥର ପୁଣି ଥରେ ଆୟରା ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଅନ୍ୟ କୌଣସି କାରଣକୁ ନେଇ ନୁହେଁ ବରଂ ନିକଟରେ ସୋସିଆଲ୍ ମିଡିଆରେ ସେଆର୍ କରିଥିବା ନିଜର ଏକ ଫଟୋକୁ ନେଇ।

Advertisment

publive-image

ଆୟରା ସୋସିଆଲ୍ ମିଡିଆରେ ନିଜର୍ ଦୁ‍ଇଟି ଫଟୋ ସେଆର୍ କରିଥିଲେ, ଯେଉଁଥିରୁ ତାଙ୍କର ବୋଲ୍ଡ ଅବତାର ସାମ୍ନାକୁ ଆସିଛି। ଏହାକୁ ନେ‍ଇ ସେ ଏବେ ଚର୍ଚ୍ଚାର ଘେରରେ। ଏହି ଫଟୋରେ ଆୟରା ଏକ ପୋଖରୀ କୂଳରେ ଚେୟାର୍ ଉପରେ ବସି ପୋଜ୍ ଦେଇଥିବା ନଜରକୁ ଆସନ୍ତି। ଫଟୋରେ ସେ ବିକିନି ଉପରେ ଏକ ସର୍ଟ ପିନ୍ଧିଛନ୍ତି, ଯାହା ଅନେକଙ୍କ ଦେହରେ ନିଆଁ ଲଗେ‍ଇ ଦେଇଛି। ତାଙ୍କର ଏହି ବୋଲ୍ଡ ଅବତାରକୁ କିଛି ଲୋକ ବେଶ ପସନ୍ଦ କରିଥିବା ବେଳେ ଆଉ କିଛି ଏହାକୁ ନାପସନ୍ଦ କରିଛନ୍ତି। କେତେକ ତାଙ୍କୁ କମେଣ୍ଟ୍ ମାଧ୍ୟମରେ ଟ୍ରୋଲ୍ କରିବା ଆରମ୍ଭ କରିଦେ‍ଇଥିବା ବେଳେ ତାଙ୍କ ଡ୍ରେସିଂ ସେନ୍ସକୁ ନେଇ‍ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

ଆୟରାଙ୍କ ଫଟୋରେ କମେଣ୍ଟ କରିବାକୁ ଯାଇ ଜଣେ ୟୁଜର୍ ନିଜ ନାମରୁ ଖାନ୍ ଉଠେଇ ଦେବାକୁ କହିଥିବା ବେଳେ ଅନ୍ୟଜଣେ ଏହାକୁ ‘ବେଲଜ୍ଜା’ ବୋଲି କହିଛନ୍ତି। ତେବେ ଆୟରାଙ୍କ ଏହି ବୋଲ୍ଡ ଫଟୋକୁ ପ୍ରଶଂସା କରିଥିବା ୟୁଜରଙ୍କ ମଧ୍ୟରେ ଜଣେ ତାଙ୍କୁ ସିନେମାରେ କାମ କରିବା ନେ‍ଇ ମଧ୍ୟ କହିଛନ୍ତି।

Advertisment

publive-image

ତେବେ ବୋଲ୍ଡ ଫଟୋକୁ ନେଇ ଆୟରା ଏଭଳି ପରିସ୍ଥିତିକୁ ସାମ୍ନା କରିବା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏନେଇ ସେ ଟ୍ରୋଲିଂର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ