Advertisment

Smart TVs Installed in School: ସ୍କୁଲରେ ଲାଗିଲା ସ୍ମାର୍ଟ୍ ଟିଭି, ଏଥର ଶୁଣିବେ, ଦେଖିବେ ଆଉ ମନେ ରଖିବେ ପିଲା

ଆଜି କେନ୍ଦ୍ରାପଡା ସ୍ଥିତ ବଳଦେବ ହାଇସ୍କୁଲରେ ଏହି ସ୍ମାର୍ଟ ଟିଭି ବ୍ୟବସ୍ଥାକୁ ଉଦଘଟନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଗ୍ରାମୀଣ ସ୍କୁଲ ଗୁଡିକୁ ସ୍ମାର୍ଟ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାକୁ ଏଭଳି ପ୍ରୟାସ କରାଯାଇଛି।

Smart TV Install

Smart TV Install Photograph: (OTV)

Advertisment

କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମଥର ସ୍କୁଲରେ ଲାଗିଲା ସ୍ମାର୍ଟ୍ ଟିଭି। ସର୍ବଭାରତୀୟ କ୍ଲବ 41 ଇଣ୍ଡିଆ ସହାୟତାରେ ଜିଲ୍ଲାର ୫ଟି ସ୍କୁଲରେ ସ୍ମାର୍ଟ ଟିଭି ଲଗାଯାଇଛି।

Advertisment

ଆଜି କେନ୍ଦ୍ରାପଡା ସ୍ଥିତ ବଳଦେବ ହାଇସ୍କୁଲରେ ଏହି ସ୍ମାର୍ଟ ଟିଭି ବ୍ୟବସ୍ଥାକୁ ଉଦଘଟନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ଗ୍ରାମୀଣ ସ୍କୁଲ ଗୁଡିକୁ ସ୍ମାର୍ଟ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାକୁ ଏଭଳି ପ୍ରୟାସ କରାଯାଇଛି।

ଏହି ସ୍ମାର୍ଟ ଟିଭିରେ ଲୋକାଲ ବୋର୍ଡ ସହିତ ସବୁ ସିଲାବସ ଉପଲବ୍ଧ ଅଛି। ଏହା ଦ୍ବାରା ପିଲାମାନେ ଶୁଣିବେ, ଦେଖିବେ ଆଉ ମନେ ରଖିବେ। ତେବେ ଯେଁଉ ସ୍କୁଲରେ ଶିକ୍ଷକ କମ ଅଛନ୍ତି, ପାଠ ପଢ଼ିବାରେ ଅସୁବିଧା ହେଉଛି, ସେମାନେ ସ୍ମାର୍ଟ ଟିଭି ମାଧ୍ୟମରେ ପଢ଼ି ପାରିବେ। 

Advertisment
Baijayant Panda Kendrapara Digital Learning School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ