Advertisment

ଯୁକ୍ତ ଦୁଇ ପରୀକ୍ଷାରେ ତନୁଶ୍ରୀ ଟପ୍ପର

ମୟୂରଭଞ୍ଜ : ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି ମୟୂରଭଞ୍ଜର ଜଣେ ଚାଷୀ ଘରର ଝିଅ ତନୁଶ୍ରୀ ମହାନ୍ତ। ଚଳିତ ବର୍ଷ +୨ କଳା ପରୀକ୍ଷାରେ 87 ପ୍ରତିଶତ ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି। ଶ୍ୟାମାଖୁଣ୍ଟା ବ୍ଲକ୍‌ ଇଟା ମୁଣ୍ଡିଆ ଗାଁର ତନୁଶ୍ରୀ ଏମ୍‌ପିସି ଜୁନିଅର୍ କଲେଜର ଛାତ୍ରୀ। କଠିନ ପରିଶ୍ରମ, ଶିକ୍ଷକ ଓ ବାପାମାଆଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି ତନୁଶ୍ରୀ। ତନୁଶ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଟପ୍ପର […]

ଯୁକ୍ତ ଦୁଇ ପରୀକ୍ଷାରେ ତନୁଶ୍ରୀ ଟପ୍ପର

tanushree

Advertisment

ମୟୂରଭଞ୍ଜ : ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି ମୟୂରଭଞ୍ଜର ଜଣେ ଚାଷୀ ଘରର ଝିଅ ତନୁଶ୍ରୀ ମହାନ୍ତ। ଚଳିତ ବର୍ଷ +୨ କଳା ପରୀକ୍ଷାରେ 87 ପ୍ରତିଶତ ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି।

Advertisment

publive-imageଶ୍ୟାମାଖୁଣ୍ଟା ବ୍ଲକ୍‌ ଇଟା ମୁଣ୍ଡିଆ ଗାଁର ତନୁଶ୍ରୀ ଏମ୍‌ପିସି ଜୁନିଅର୍ କଲେଜର ଛାତ୍ରୀ। କଠିନ ପରିଶ୍ରମ, ଶିକ୍ଷକ ଓ ବାପାମାଆଙ୍କ ଆଶୀର୍ବାଦରୁ ସେ ଏହି ସଫଳତା ହାସଲ କରିଥିବା କହିଛନ୍ତି ତନୁଶ୍ରୀ। ତନୁଶ୍ରୀ ମୟୂରଭଞ୍ଜ ଜିଲ୍ଲାରେ ଟପ୍ପର ହୋଇଥିବା କଥା ଜଣା ପଡିବା ପରେ ତାଙ୍କୁ ସାଙ୍ଗସାଥି ତଥା ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ