Advertisment

ଆଜି ସ୍ପେଶାଲ୍‌ OJEE: ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର: ସ୍ପେଶାଲ୍‌ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ ) ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି। ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।  ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ। ଏହି ସବୁ ପାଠ୍ୟକ୍ରମ ଲାଗି ଆଜି ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ […]

ଆଜି ସ୍ପେଶାଲ୍‌ OJEE: ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ

exam

Advertisment

ଭୁବନେଶ୍ୱର: ସ୍ପେଶାଲ୍‌ ଓଜେଇଇ (ଓଡ଼ିଶା ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ ) ଆଜି ଅନୁଷ୍ଠିତ ହୋଇଛି। ରାଜ୍ୟର ୨୦ଟି ସହରର ୩୧ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।

Advertisment

ଏହି ପରୀକ୍ଷା ପାଇଁ ମୋଟ ୧୭ ହଜାର ୬୭୯ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ।  ବି.ଟେକ୍, ବି.ଫାର୍ମ, ଏମ୍‌ସିଏ ଓ ଏମ୍‌ବିଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିଥିଲେ।

ଏହି ସବୁ ପାଠ୍ୟକ୍ରମ ଲାଗି ଆଜି ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ ସାଢ଼େ ୯ରୁ ସାଢ଼େ ୧୦ଟା ଯାଏ ପ୍ରଥମ ସିଟିଂ ଓ ଦିନ ୧୨ଟାରୁ ଗୋଟାଏ ଯାଏ ଦ୍ୱିତୀୟ ସିଟିଂରେ ପରୀକ୍ଷା ହୋଇଥିଲା।

Advertisment

ପ୍ରଥମ ଓଜେଇଇ ପରେ ଖାଲି ପଡୁଥିବା ଇଞ୍ଜିନିୟରିଂ ତଥା ପ୍ରଫେସନାଲ୍ କୋର୍ସରେ ଖାଲି ପଡୁଥିବା  ସିଟ୍ ପୂରଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପେଶାଲ୍‌ ଓଜେଇଇ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ