Advertisment

CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର : ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା, ଯାହା ମାର୍ଚ୍ଚ ୨୯ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ cbse.nic.inରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଥିଓରୀ ପୂର୍ବରୁ ହେବ ପ୍ରାକ୍ଟିକାଲ। ଜାନୁଆରୀ ୧୬ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ […]

CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

school-up

Advertisment

ଭୁବନେଶ୍ୱର : ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଘୋଷଣା ହୋଇଛି ତାରିଖ। ଆସନ୍ତା ଫେବ୍ରୁଆରୀ ୧୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisment

ସେହିପରି ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା, ଯାହା ମାର୍ଚ୍ଚ ୨୯ ଯାଏଁ ଚାଲିବ। ଛାତ୍ରଛାତ୍ରୀମାନେ cbse.nic.inରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଥିଓରୀ ପୂର୍ବରୁ ହେବ ପ୍ରାକ୍ଟିକାଲ।

ଜାନୁଆରୀ ୧୬ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇ ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୩ ସପ୍ତାହ ପୂର୍ବରୁ ପରୀକ୍ଷା କରାଯାଉଛି। ଗତବର୍ଷ ମାର୍ଚ୍ଚ ୫ରୁ ପରୀକ୍ଷା ଆରମ୍ଭ ହୋଇଥିଲା ପରୀକ୍ଷା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ