exam--1
Advertisment
ଭୁବନେଶ୍ୱର : ଯୁକ୍ତ ୨ରେ ଆଜି କଳା ବିଭାଗର ଛାତ୍ରଛାତ୍ରୀ ରାଜନୀତି ବିଜ୍ଞାନ ବିଷୟରେ ପରୀକ୍ଷା ଦେବେ। ଗତକାଲି ଦେବଗଡ଼ କଲେଜରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରୀକ୍ଷାର୍ଥୀ କପି କରିବାକୁ ଜିଦ୍ ଧରିଥିଲେ।
Advertisment
ତେଣୁ ଆଜିର ପରୀକ୍ଷାରେ କପି ରୋକିବାକୁ କି କି ପଦକ୍ଷେପ ଗ୍ରହଣ କରାଯାଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/exam-1-1_1626431326.jpg)