Advertisment

ଘୁଞ୍ଚିଲା JEE ଆଡଭାନ୍ସଡ ରେଜିଷ୍ଟ୍ରେସନ

ଭୁବନେଶ୍ୱର : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ ପଞ୍ଜୀକରଣ। ଓଡ଼ିଶା ପିଲାଙ୍କ ପାଇଁ JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୫ ଦିନ ଅର୍ଥାତ୍ ମେ ୧୪ ଯାଏଁ ବୃଦ୍ଧି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପୂର୍ବରୁ ମେ ୩ରୁ ୯ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା। ତେବେ ବାତ୍ୟା ‘ଫୋନି’ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଆଉ […]

ଘୁଞ୍ଚିଲା JEE ଆଡଭାନ୍ସଡ ରେଜିଷ୍ଟ୍ରେସନ

prakash

Advertisment

ଭୁବନେଶ୍ୱର : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ ପଞ୍ଜୀକରଣ। ଓଡ଼ିଶା ପିଲାଙ୍କ ପାଇଁ JEE ଆଡଭାନ୍ସ ରେଜିଷ୍ଟ୍ରେସନ ଅବଧି ୫ ଦିନ ଅର୍ଥାତ୍ ମେ ୧୪ ଯାଏଁ ବୃଦ୍ଧି କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ କରି ଏହି ଘୋଷଣା କରିଛନ୍ତି। ପୂର୍ବରୁ ମେ ୩ରୁ ୯ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଲାଗି ଦିନ ଧାର୍ଯ୍ୟ କରାଯାଇଥିଲା।

Advertisment

ତେବେ ବାତ୍ୟା ‘ଫୋନି’ ଯୋଗୁଁ ରାଜ୍ୟରେ ଇଣ୍ଟରନେଟ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଜେଇଇ ଆଡଭାନ୍ସ ରେଜିଷ୍ଟ୍ରେସନ ଆଉ ୧୦ ଦିନ ଘୁଞ୍ଚାଇବାକୁ ଚିଠି ଲେଖି ଦାବି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଜିଷ୍ଟ୍ରେସନ ଅବଧି ନଘୁଞ୍ଚାଇଲେ ବହୁ ମେଧାବୀ ଓଡ଼ିଆ ପିଲା ବଞ୍ଚିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ