Advertisment

ପ୍ରକାଶ ପାଇଲା ଆଇଆରସିଟିସି ନିଯୁକ୍ତି ବିଜ୍ଞପ୍ତି

ପଦବି- ସୁପରଭାଇଜର ପଦବି ସଂଖ୍ୟା- ୧୨ ଶିକ୍ଷାଗତ ଯୋଗ୍ୟତା – ହସ୍ପିଟାଲିଟି ହୋଟେଲ ଆଡ଼ମିନିଷ୍ଟ୍ରେସନରେ ବିଏସସି । ପ୍ରାର୍ଥୀ NCHMCT/AICTE/UGC ଏବଂ ଭାରତ ସରକାରଙ୍କ  ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପାସ କରିଥିବା ଆବଶ୍ୟକ । ଏହI ସହ ଅତି କମ୍‌ରେ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ । ବୟସ ସୀମା- ୩୦ବର୍ଷ ଏସ୍‌ସି / ଏସ୍‌ଟି ପ୍ରାର୍ଥୀମାନଙ୍କ ପାଇଁ ବୟସସୀମା ୫ବର୍ଷ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ  ୩ ବର୍ଷ କୋହଳ ଦରମା-୨୫୦୦୦ ଏବଂ […]

ପ୍ରକାଶ ପାଇଲା ଆଇଆରସିଟିସି ନିଯୁକ୍ତି ବିଜ୍ଞପ୍ତି

IRCTC

Advertisment

ପଦବି- ସୁପରଭାଇଜର

ପଦବି ସଂଖ୍ୟା- ୧୨

ଶିକ୍ଷାଗତ ଯୋଗ୍ୟତା – ହସ୍ପିଟାଲିଟି ହୋଟେଲ ଆଡ଼ମିନିଷ୍ଟ୍ରେସନରେ ବିଏସସି । ପ୍ରାର୍ଥୀ NCHMCT/AICTE/UGC ଏବଂ ଭାରତ ସରକାରଙ୍କ  ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ପାସ କରିଥିବା ଆବଶ୍ୟକ । ଏହI ସହ ଅତି କମ୍‌ରେ ଦୁଇ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ।

Advertisment

ବୟସ ସୀମା- ୩୦ବର୍ଷ

ଏସ୍‌ସି / ଏସ୍‌ଟି ପ୍ରାର୍ଥୀମାନଙ୍କ ପାଇଁ ବୟସସୀମା ୫ବର୍ଷ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ  ୩ ବର୍ଷ କୋହଳ

ଦରମା-୨୫୦୦୦ ଏବଂ ଅନ୍ୟାନ୍ୟ ଭତ୍ତା

ଚୟନ ପ୍ରକ୍ରିୟା- ସାକ୍ଷାତକାର

ଆବେଦନ ପ୍ରକ୍ରୟା- ସାକ୍ଷାତକାର ଦିନ ପ୍ରାର୍ଥି ଅରିଜିନାଲ ସାର୍ଟିଫିକେଟ ଏବଂ ପାର୍ସପୋର୍ଟ ସାଇଜ ଫଟୋ ସାଙ୍ଗରେ ନେବା ଆବଶ୍ୟକ

Advertisment

ସାକ୍ଷାତକାର ସ୍ଥାନ ଏବଂ ତାରିଖ-

IHM ଚେନ୍ନାଇ- ୨୫ ଜୁନ୍ ୨୦୧୮

IHM ବାଙ୍ଗାଲୋର- ୨୭ ଜୁନ ୨୦୧୮

IHM ତ୍ରିଭେନ୍ଦ୍ରମ୍- ୨୯ ଜୁନ ୨୦୧୮

ଏହି ଲିଙ୍କ୍‌ରେ ମିଳିବ ଅଧିକ ବିବରଣୀ –

http://www.govtjobsmela.com/2018/06/irctc-jobs-recruitment-2018-for-supervisor-vacancies-120-posts.html

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ