Advertisment

ପୋଷ୍ଟମ୍ୟାନ ଏବଂ ମେଲ୍‌ଗାର୍ଡ ପଦରେ ନିଯୁକ୍ତି ସୁଯୋଗ

ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍‌ ଗାର୍ଡ ପଦରେ ନିଯୁକ୍ତି ପାଇଁ ବି‌ଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବି ସଂଖ୍ୟା- ୧) ପୋଷ୍ଟମ୍ୟାନ-୧୩୨ ୨) ମେଲ୍ ଗାର୍ଡ- ୦୨ ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ। ବୟସ ସୀମା-୧୮-୨୭ ବର୍ଷ ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ। ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ। ଅଧିକ […]

ପୋଷ୍ଟମ୍ୟାନ ଏବଂ ମେଲ୍‌ଗାର୍ଡ ପଦରେ ନିଯୁକ୍ତି ସୁଯୋଗ

job

Advertisment

ଭାରତୀୟ ଡାକଘର ତରଫରୁ ପୋଷ୍ଟମ୍ୟାନ ଏବଂ ମେଲ୍‌ ଗାର୍ଡ ପଦରେ ନିଯୁକ୍ତି ପାଇଁ ବି‌ଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୨୧ ଏପ୍ରିଲ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।

Advertisment

ପଦବି ସଂଖ୍ୟା-

୧) ପୋଷ୍ଟମ୍ୟାନ-୧୩୨

୨) ମେଲ୍ ଗାର୍ଡ- ୦୨

ଚାକିରି ସ୍ଥାନ- ହାଇଦ୍ରାବାଦ, ସିକନ୍ଦରାବାଦ

ଶିକ୍ଷାଗତ ଯୋଗ୍ୟତା- ପ୍ରାର୍ଥୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ।

ବୟସ ସୀମା-୧୮-୨୭ ବର୍ଷ

ଆବେଦନ ଫି- ପଞ୍ଜିକରଣ ପାଇଁ ୧୦୦ଟଙ୍କା ଦେବାକୁ ହେବ।

ଚୟନ ପ୍ରକିୟା- ଲିଖିତ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ଚୟନ କରାଯିବ।

ଅଧିକ ସୂଚନା ପାଇଁ ଆପଣ circle.in କିମ୍ବା www.telanganapostalcircle.gov.inରେ ଲଗ୍‌ଇନ୍‌ କରନ୍ତୁ।

India Post Vacancy Post Office Job Post Office Recruitment 2018
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ