cbse
ଭୁବନେଶ୍ୱର : ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ରେଜଲ୍ଟ। ଚଳିତବର୍ଷ ପାସ୍ ହାର ୮୩.୪ ପ୍ରତିଶତ ରହିଛି। ସିବିଏସଇ ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟର ଫଳାଫଳ ୱେବ୍ସାଇଟରେ ଉପଲବଧ ହେଉଛି। ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in ଓ cbseresults.nic.in ୱେବ୍ସାଇଟ୍ରୁ ଫଳାଫଳ ଦେଖିପାରିବେ। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।
ଛାତ୍ରୀଙ୍କ ପାସ୍ ହାର ୮୮.୭୦ ପ୍ରତିଶତ ଥିବା ବେଳେ ୭୯.୪ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି। ଚଳିତବର୍ଷ ତ୍ରିଭେନ୍ଦ୍ରମ ରିଜିୟନର ୯୮.୨ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ହଂସିକା ଶୁକ୍ଳା ଓ କରିଶ୍ମା ଆରୋରା ୪୯୯ ମାର୍କ ରଖି ଟପ୍ପର ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cbse_1626500163.jpg)