Advertisment

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍‌ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍ ଇନ୍ କରି ଫଳାଫଳ ଜାଣିପାରିବେ। ଚଳିତ ବର୍ଷ ସାରା ଦେଶରେ ମୋଟ ୧୦ ଲକ୍ଷ ୪୩ ହଜାର ୭୩୯ ଛାତ୍ରଛାତ୍ରୀ ଜେଇଇ ମେନ୍ ଦେଇଥିଲେ। ଏମାନଙ୍କ ମଧ୍ୟରୁ […]

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

jee

Advertisment

ଭୁବନେଶ୍ୱର : ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ । CBSE ଦ୍ୱାରା ପରିଚାଳିତ ୨୦୧୮ JEE ମେନ୍‌ରେ ପେପର ଓ୍ୱାନ ରେଜଲ୍ଟ ଆଜି ପ୍ରକାଶ ପାଇଛି। ସିବିଏସ୍ଇ ୱେବସାଇଟ୍‌ରେ ଛାତ୍ରଛାତ୍ରୀଙ୍କ ରାଙ୍କ୍ ସହ ରେଜଲ୍ଟ ଉପଲବ୍ଧ ହେଉଛି। ଏହାସହ ଛାତ୍ରଛାତ୍ରୀମାନେ jeemain.nic.in ଓ results.nic.inକୁ ମଧ୍ୟ ଲଗ୍ ଇନ୍ କରି ଫଳାଫଳ ଜାଣିପାରିବେ।

Advertisment

ଚଳିତ ବର୍ଷ ସାରା ଦେଶରେ ମୋଟ ୧୦ ଲକ୍ଷ ୪୩ ହଜାର ୭୩୯ ଛାତ୍ରଛାତ୍ରୀ ଜେଇଇ ମେନ୍ ଦେଇଥିଲେ। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ଅଛନ୍ତି ୪୪ ହଜାର ୪୮୮ ଛାତ୍ରଛାତ୍ରୀ। ଜେଇଇ ମେନର ପେପର ଟୁ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

Declared EE Main Result 2018
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ