Advertisment

ପାସ୍ ଫେଲ୍‌ର ବ୍ୟବସ୍ଥା ରହିବା ଉଚିତ୍ : ବଦ୍ରିନାରାୟଣ ପାତ୍ର

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ୍ ଫେଲ୍‌ର ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦକ୍ଷତାର ମୂଲ୍ୟାୟନ ହୋଇପାରିବ। ଏହି ଯୁକ୍ତି ବାଢିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଆଜି କଟକରେ ମାଧ୍ୟମିକ ଶିକ୍ଷା ବୋର୍ଡର ୬୩ତମ ପ୍ରତିଷ୍ଠା ଦିବସର ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହେବା ସହ ବ୍ୟବସ୍ଥାରେ ସୁଧାର ଆସିପାରିବ। ସେହିପରି […]

ପାସ୍ ଫେଲ୍‌ର ବ୍ୟବସ୍ଥା ରହିବା ଉଚିତ୍ : ବଦ୍ରିନାରାୟଣ ପାତ୍ର

up

Advertisment

ଭୁବନେଶ୍ୱର : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପାସ୍ ଫେଲ୍‌ର ବ୍ୟବସ୍ଥା ରହିବା ଉଚିତ୍। ଏହା ଦ୍ୱାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଦକ୍ଷତାର ମୂଲ୍ୟାୟନ ହୋଇପାରିବ। ଏହି ଯୁକ୍ତି ବାଢିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

Advertisment

ଆଜି କଟକରେ ମାଧ୍ୟମିକ ଶିକ୍ଷା ବୋର୍ଡର ୬୩ତମ ପ୍ରତିଷ୍ଠା ଦିବସର ଯୋଗ ଦେଇ ମନ୍ତ୍ରୀ କହିଛନ୍ତି, ପାସ୍ ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ଗୁଣାତ୍ମକ ଶିକ୍ଷାର ବିକାଶ ହେବା ସହ ବ୍ୟବସ୍ଥାରେ ସୁଧାର ଆସିପାରିବ।

ସେହିପରି ମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ସ୍କୁଲ ବ୍ୟାଗ ଉପରେ ବୋଝ ଅଯଥା ଲଦା ଦାଉଛି। ଏହାକୁ କମାଇବା ଦରକାର। ବୋର୍ଡର ପ୍ରତିଷ୍ଠା ଦିବସ ଅବସରରେ ବୋର୍ଡ ସଭାପତିଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ