admission
Advertisment
ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀ ମାନେ www.samsodisha.gov.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁଲାଇ ୮ ରହିଛି। ସେହିଦିନ ରାତି ୧୧ଟା ଯାଏ ଆବେଦନ କରିହେବ।
Advertisment
ଜୁଲାଇ ୧୮ରେ ପ୍ରଥମ କଟ୍ଅଫ ମାର୍କ ତାଲିକା ପ୍ରକାଶ ପାଇବ। ପ୍ରଥମ ମେରିଟ ଲିଷ୍ଟରେ ଥିବା ଛାତ୍ରଛାତ୍ରୀ ଜୁଲାଇ ୧୯ରୁ ୨୩ ମଧ୍ୟରେ ନାମ ଲେଖାଇ ପାରିବେ। ସେହିଭଳି ଦ୍ୱିତୀୟ କଟ୍ଅଫ ମାର୍କ ଅଗଷ୍ଟ ୫ରେ ବାହାରିବ। ଯଦି ସିଟ୍ ବଳେ ତେବେ ସ୍ପଟ୍ ଆଡ୍ମିସନ୍ ହେବ। ଅଗଷ୍ଟ ୨୪ରୁ ପାଠପଢ଼ା ଆରମ୍ଭ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/admission_1625944299.jpg)