Advertisment

ଜୁଲାଇ ୨୧ରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୧ ତାରିଖରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ।  ବିଟେକ୍, ବିଟେକ୍ ଲାଟେରାଲ୍ ଏଣ୍ଟ୍ରି, ଏମ୍‌ବିଏ, ଏମ୍‌ସିଏ ଏବଂ ଲାଟେରାଲ୍ ଏଣ୍ଟ୍ରି ଏମ୍‌ସିଏ ପାଇଁ ଏହି ପରୀକ୍ଷା ହେବ। ଓଜେଇଇ ଭଳି ଏହି ପରୀକ୍ଷା ମଧ୍ୟ ସମାନ ଢାଞ୍ଚାରେ ହେବ। ଜୁଲାଇ ୨୧ ତାରିଖ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏକ ଘଣ୍ଟା ଏହି ପରୀକ୍ଷା ହେବ। ୧୫ ତାରିଖରୁ ଛାତ୍ରଛାତ୍ରୀ […]

ଜୁଲାଇ ୨୧ରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ

pic5

Advertisment

ଭୁବନେଶ୍ୱର: ଆସନ୍ତା ଜୁଲାଇ ୨୧ ତାରିଖରେ ଦ୍ୱିତୀୟ ସ୍ପେଶାଲ ଓଜେଇଇ ଅନୁଷ୍ଠିତ ହେବ। ଏଥିପାଇଁ ଆଜିଠାରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ।  ବିଟେକ୍, ବିଟେକ୍ ଲାଟେରାଲ୍ ଏଣ୍ଟ୍ରି, ଏମ୍‌ବିଏ, ଏମ୍‌ସିଏ ଏବଂ ଲାଟେରାଲ୍ ଏଣ୍ଟ୍ରି ଏମ୍‌ସିଏ ପାଇଁ ଏହି ପରୀକ୍ଷା ହେବ।

Advertisment

ଓଜେଇଇ ଭଳି ଏହି ପରୀକ୍ଷା ମଧ୍ୟ ସମାନ ଢାଞ୍ଚାରେ ହେବ। ଜୁଲାଇ ୨୧ ତାରିଖ ଦିନ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏକ ଘଣ୍ଟା ଏହି ପରୀକ୍ଷା ହେବ। ୧୫ ତାରିଖରୁ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ।

ଜୁଲାଇ ୨୫ ତାରିଖରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଯେଉଁ ଛାତ୍ରଛାତ୍ରୀ ଓଜେଇଇରେ ରାଙ୍କ୍‌ ପାଇଛନ୍ତି ସେମାନେ ଏହି ପରୀକ୍ଷା ଦେବା ‌ଆବଶ୍ୟକ ନାହିଁ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ