+2
Advertisment
ଭୁବନେଶ୍ୱର : ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ମାର୍ଚ୍ଚ ୭ରୁ ସାରା ରାଜ୍ୟରେ ହେବ +୨ ପରୀକ୍ଷା। ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ। ମାର୍ଚ୍ଚ ୮ରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ।
Advertisment
ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ କରାଯିବ। ଜାନୁୟାରୀ ୨୮ରୁ ଫେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ହେବ ବୋଲି ସ୍ଥିର ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-6_1626418684.jpg)