KHD FIRING Photograph: (OTV)
ଖୋର୍ଦ୍ଧା ବେଗୁନିଆରେ ଯୁବକଙ୍କୁ ଗୁଳିକରି ହତ୍ୟା। ବେଗୁନିଆ ଥାନା ଦଲକ ନିକଟରେ ଘଟିଛି ଲୋମଟାଙ୍କୁରା ମର୍ଡର୍। ମୃତକ ହେଲେ ଜାମୁସାହି ଗାଁର ବାସୁଦେବ ପରିଡ଼ା।
ସୂଚନା ଅନୁସାରେ ୪ ଦୁର୍ବୃତ୍ତ ଯୁବକଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଦୁଇ ଦୁର୍ବୃତ୍ତ ବୁଲେଟରେ ଆସିଥିବାବେଳେ ଆଉ ଦୁଇ ଅଭିଯୁକ୍ତ ପୂର୍ବରୁ ସେଠାରେ ଉପସ୍ଥିତ ରହିଥିଲେ। ବାସୁଦେବଙ୍କ ଛାତି ଓ ମୁଣ୍ଡରେ ଗୁଳିବାଜି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ହତ୍ୟା ପରେ ଦୁର୍ବୃତ୍ତମାନେ ବୁଲେଟ୍ ଛାଡ଼ି ଫେରାର୍ ହୋଇଯାଇଛନ୍ତି । ପୂର୍ବ ଶତ୍ରୁତାରୁ ବାସୁଦେବଙ୍କୁ ହତ୍ୟା କରାଯାଇଥିବାନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ଛାନଭିନ୍ ଚଳାଇଛି।
ଖୋର୍ଦ୍ଧା ବେଗୁନିଆରେ ଯୁବକଙ୍କୁ ଗୁଳିକରି ହତ୍ୟା
ବେଗୁନିଆ ଥାନା ଦଲକ ନିକଟରେ ଗୁଳିମାଡ଼
ମୃତକ ଜାମୁସାହି ଗାଁର ବାସୁଦେବ ପରିଡ଼ା
୪ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା
ବୁଲେଟରେ ଆସିଥିଲେ ଦୁଇ ଅଭିଯୁକ୍ତ
ବାସୁଦେବଙ୍କ ଛାତି ଓ ମୁଣ୍ଡରେ ଗୁଳିବାଜି ମୃତ୍ୟୁ
ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ, ପୋଲିସର ଛାନଭିନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/khd-firing-2026-01-20-12-20-40.jpg)