Advertisment

Woman Found Dead: ମହିଳାଙ୍କୁ ବୀଭତ୍ସ ହତ୍ୟା! ବିଲ ମଝିରେ ପଡ଼ିଛି ମୃତଦେହ

ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ନିକଟସ୍ଥ କଳ୍ପତରୁ ଆଶ୍ରମ ପଛପଟୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ମୃତ ମହିଳା ସ୍ଥାନୀୟ ଅଂଚଳର ହୋଇଥିବା ସୂଚନା ମିଳିଛି। ମହିଳାଙ୍କ ମୁହଁରେ ଗଭୀର ଆଘାତ ଲାଗି ଥିବାରୁ ପଥରରେ ଛେଚି ହତ୍ୟା ସନ୍ଦେହ କରାଯାଉଛି।

MURDER

MURDER Photograph: (OTV)

Advertisment

ବିଲ ମଝିରୁ ମହିଳାଙ୍କ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରା ନିକଟସ୍ଥ କଳ୍ପତରୁ ଆଶ୍ରମ ପଛପଟୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। ମୃତ ମହିଳା ସ୍ଥାନୀୟ ଅଂଚଳର ହୋଇଥିବା ସୂଚନା ମିଳିଛି।

Advertisment

 ମହିଳାଙ୍କ ମୁହଁରେ ଗଭୀର ଆଘାତ ଲାଗି ଥିବାରୁ ପଥରରେ ଛେଚି ହତ୍ୟା ସନ୍ଦେହ କରାଯାଉଛି। ଖବର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି। ଡଗ୍ ସ୍କ୍ବାର୍ଡ, ସାଇଣ୍ଟିଫିକ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। 

ବିଲ ମଝିରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ସୁନ୍ଦରଗଡ ଟାଉନ ଥାନା ଶଙ୍କରାଗୌଡ଼ପଡ଼ା ଗାଁର ଘଟଣା
ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସୂଚନା
ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ 

Advertisment
Murder Sundargarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ