Advertisment

Vigilance Catches OAS Officer: ଭିଜିଲାନ୍ସ ପଞ୍ଝାରେ OAS ଅଧିକାରୀ, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ। ଲାଞ୍ଚ ନେବା ବେଳେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ କାବୁ କଲା ଭିଜିଲାନ୍ସ। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି।

VIGILANCE

VIGILANCE Photograph: (OTV)

Advertisment

ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ । ଲାଞ୍ଚ ନେବା ବେଳେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀଙ୍କୁ  କାବୁ କଲା ଭିଜିଲାନ୍ସ । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି । ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ସେ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ବନମାଳୀଙ୍କ ୩ଟି ସ୍ଥାନରେ ରେଡ୍ ଚଳାଇଛି । କବିସୂର୍ଯ୍ୟନଗର ଠାରେ ଥିବା ବାସ ଭବନ ଓ NAC କାର୍ଯ୍ୟାଳୟରେ ଭିଜିଲାନ୍ସର ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ... 

Advertisment

ଭିଜିଲାନ୍ସ ଜାଲରେ OAS ଅଧିକାରୀ
ଭିଜିଲାନ୍ସ ଜାଲରେ ଗଞ୍ଜାମ ବେଲଗୁଣ୍ଠା NAC କାର୍ଯ୍ୟନିର୍ବାହୀ ଅଧିକାରୀ
କାର୍ଯ୍ୟନିର୍ବାହୀ ଅଧିକାରୀ OAS ବନମାଳୀ ଶତପଥୀ ଲାଞ୍ଚ ନେଇ କାବୁ
୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ
ଜଣେ କର୍ମଚାରୀଙ୍କ ରିଲିଜ ଅର୍ଡର ଓ ଏରିୟର କରାଇଦେବାକୁ ନେଉଥିଲେ ଲାଞ୍ଚ
ଲାଞ୍ଚ ନେଇ ଧରାପଡ଼ିବା ପରେ ବନମାଳୀଙ୍କ ୩ଟି ସ୍ଥାନରେ ରେଡ୍ ଆରମ୍ଭ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ