Advertisment

Youth Murder Sparks Protest: ଥାନା ଆଗରେ ମୃତଦେହ ରଖି ଧାରଣା, କାଲି ନୂଆପଡ଼ା ପ୍ରେସ୍ କଲୋନୀରେ ଯୁବକଙ୍କୁ କରାଯାଇଥିଲା ହତ୍ୟା

ଥାନା ଆଗରେ ମୃତଦେହ ରଖି ନ୍ୟାୟ ଦାବି କଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା। ଗତକାଲି ନୂଆପଡା ଫ୍ରେଣ୍ଡସ କଲୋନୀରେ ସୌମ୍ୟରଞ୍ଜନ ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Gherao

Gherao Photograph: (OTV)

Advertisment

କଟକରେ ଯୁବକକୁ ଗୁଳିକରି ହତ୍ୟା ଘଟଣାରେ ମଧୁପାଟଣା ଥାନା ଆଗରେ ଧାରଣା । ଥାନା ଆଗରେ ମୃତଦେହ ରଖି ନ୍ୟାୟ ଦାବି କଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା। ଗତକାଲି ନୂଆପଡା ଫ୍ରେଣ୍ଡସ କଲୋନୀରେ ସୌମ୍ୟରଞ୍ଜନ ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

Advertisment

ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ ପୋଲିସ। ଆସାମୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ପରିବାର ଲୋକେ। ଥାନାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।

କଟକ ମଧୁପାଟଣା ଥାନା ଆଗରେ ମୃତଦେହ ରଖି ଧାରଣା

କାଲି ନୂଆପଡ଼ା ପ୍ରେସ୍ କଲୋନୀରେ ଯୁବକଙ୍କୁ ହତ୍ୟା କରାଯାଇଥିଲା
କେହି ଦୁର୍ବୃତ୍ତ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ
ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ 
ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ଧାରଣା

Advertisment
Murder Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ