Advertisment

Anti-Cow Mafia Operation: ଦୁର୍ଦ୍ଦାନ୍ତ ଗୋ ମାଫିଆ ଗିରଫ, ୩ଟି ଦେଶୀ ବନ୍ଧୁକ ଜବତ

ରାଉରକେଲା ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ। ବିଶ୍ରା ଥାନା ଗୁଡଗୁଡଜୋରରେ ପୋଲିସ କରିଛି ବଡ ଧରଣର ରେଡ୍। ଦୁର୍ଦ୍ଦାନ୍ତ ଗୋ ମାଫିଆ ମୁଞ୍ଜାମିଲ ଅନଶାରୀକୁ ଗିରଫ କରିଛି ପୋଲିସ।

RKL SP ON COW MAFIA

RKL SP ON COW MAFIA Photograph: (OTV)

Advertisment

ରାଉରକେଲା ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ। ବିଶ୍ରା ଥାନା ଗୁଡଗୁଡଜୋରରେ ପୋଲିସ କରିଛି ବଡ ଧରଣର ରେଡ୍। ଦୁର୍ଦ୍ଦାନ୍ତ ଗୋ ମାଫିଆ ମୁଞ୍ଜାମିଲ ଅନଶାରୀକୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

Advertisment

ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ସହ ଏକ ନକଲି ବନ୍ଧୁକ ଜବତ କରାଯାଇଛି। ଗତକାଲି ଦିନ ତମାମ ପୋଲିସ ଅଭିଯୁକ୍ତଙ୍କ ଘରେ ରେଡ କରିଥିଲା। ଅଭିଯୁକ୍ତଙ୍କ ଘରୁ ଗୋ ଚାଲାଣରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଛି ପୋଲିସ।

୪ ଅଭିଯୁକ୍ତଙ୍କଠାରୁ ମୋଟର ସାଇକେଲ, କାର, ଅଟୋ ଆଦି ଜବତ କରିଛି ପୋଲିସ। ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି।

Advertisment

Police Raid Rourkela cow smuggler raid Cow Smuggling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ