Advertisment

Violence Erupts Over Land Dispute: ଜମିବାଡ଼ି ବିବାଦକୁ ନେଇ ବିଚ୍ ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ, ଗୋଡ଼ାଇ ଗୋଡ଼ାଇ ହାଣିଲେ

ଗୁରୁତର ଯୁବକ ଗୁଡ଼ିଆଳି ଗାଁର କୈଳାଶ ଭୂୟାଁ ହୋଇଥିବା ସୂଚନା ମିଳିଛି। ସେ ନିଜ ଗାଁ ଅଭିମୁଖେ ବାଇକରେ ଯାଉଥିବା ବେଳେ ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ଫେରାର ମାରିଥିଲେ l

attack

attack Photograph: (OTV)

Advertisment

ବିଚ୍ ରାସ୍ତାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଗୋଡ଼ାଇ ଗୋଡ଼ାଇ ହାଣିଲେ, ହାତଗୋଡ଼ କାଟିଲେ। ଏଭଳି ସାଙ୍ଘାତିକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଛକ ନିକଟରେ। ୫ରୁ ୬ ଜଣ ସଂଘବଦ୍ଧ ହୋଇ ଜଣଙ୍କ ଉପରେ ମାଡ଼ି ବସିଲେ।

Advertisment

ଗୁରୁତର ଯୁବକ ଗୁଡ଼ିଆଳି ଗାଁର କୈଳାଶ ଭୂୟାଁ ହୋଇଥିବା ସୂଚନା ମିଳିଛି। ସେ ନିଜ ଗାଁ ଅଭିମୁଖେ ବାଇକରେ ଯାଉଥିବା ବେଳେ ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରି ଫେରାର ମାରିଥିଲେ l ଗୁରୁତର ଯୁବକଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l

ତେବେ ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି l 

Advertisment

ଗୋଡ଼ାଇ ଗୋଡ଼ାଇ ହାଣିଲେ, ହାତଗୋଡ଼ କାଟିଲେ

କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳି ଛକ ନିକଟରେ ଆକ୍ରମଣ
୫ରୁ ୬ ଜଣ ସଂଘବଦ୍ଧ ହୋଇ ଆକ୍ରମଣ କରି ଚମ୍ପଟ୍ 
ଯୁବକକୁ ଖଣ୍ଡାରେ ହାଣି ସଂଘବଦ୍ଧ ଆକ୍ରମଣ ସୂଚନା

ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ  ସ୍ଥାନାନ୍ତର 

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ