Advertisment

Ragging Allegation: MKCG ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ପୁଣି ଥରେ MKCG ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏନେଇ ଛାତ୍ର ଜଣଙ୍କ ନିଜ ନାମ ଗୋପନ ରଖି ବେନାମୀ ଭାବେ ଆଣ୍ଟି ରାଗିଙ୍ଗ ସେଲରେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ଆଜି ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ ବସିଛି।

MKCG

MKCG Photograph: (OTV)

Advertisment

ପୁଣି ଥରେ MKCG ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏନେଇ ଛାତ୍ର ଜଣଙ୍କ ନିଜ ନାମ ଗୋପନ ରଖି ବେନାମୀ ଭାବେ ଆଣ୍ଟି ରାଗିଙ୍ଗ ସେଲରେ ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତି କରି ଆଜି ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ ବସିଛି।  

Advertisment

ଆଣ୍ଟି ରାଗିଂ ସେଲରେ 5 ଜଣ ବିଦ୍ୟାର୍ଥୀଙ୍କ ନାମରେ ରାଗିଂ ଅଭିଯୋଗ ଆସିଛି। ହଷ୍ଟେଲ ନମ୍ୱର୍ 2 ରୁ 3ଜଣ,  ହଷ୍ଟେଲ ନମ୍ୱର୍ 3 ରୁ 2ଜଣ ଙ୍କ ନାମରେ ଅଭିଯୋଗ ହୋଇଛି। ବାରମ୍ବାର ଏପରି ଆସୁଥିବା ବେନାମୀ ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।

ବାରମ୍ବାର ଏଭଳି ଅଭିଯୋଗ ଦ୍ବାରା କଲେଜ୍ ଓ ଛାତ୍ର ଛାତ୍ରୀ ମାନେ ମାନସିକ ଆଘାତ ପାଉଛନ୍ତି। ତଦନ୍ତ ନାମରେ ଘଣ୍ଟା ଘଣ୍ଟା ଧରି ଠିଆ କରୁଥିବା ଅଭିଯୋଗ ହୋଇଛି 

Advertisment

MKCG ମେଡିକାଲ କଲେଜରେ ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ
ଛାତ୍ର ଜଣଙ୍କ ନାଁ ଗୋପନ ରଖି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି 
ମେଡ଼ିକାଲ କଲେଜ ପରିସରରେ ଏକ ଉଚ୍ଚସ୍ତରୀୟ ବୈଠକ 
ଆଣ୍ଟି ରାଗିଂ ସେଲରେ ୫ ଜଣ ବିଦ୍ୟାର୍ଥୀଙ୍କ ନାରେ ରାଗିଂ କରିଥିବା ଅଭିଯୋଗ 
ନାଁ ଗୋପନ ରଖି ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ