Teacher Photograph: (OTV)
ହତ୍ୟା ଅଭିଯୁକ୍ତ ଶିକ୍ଷକ ଗିରଫ। ସ୍କୁଲରେ ପାଠ ପଢ଼ାଉଥିବା ବେଳେ ଉଠାଇ ଆଣିଲା ତିଗିରିଆ ପୋଲିସ। ୨୦୨୩ ଏପ୍ରିଲ ୧୮ ତାରିଖରେ ହୋଲି ଦିନ କଟରା ଗ୍ୟାଙ୍ଗ ମୁଖ୍ୟ ବିଶ୍ବନାଥକୁ ହତ୍ୟା କରାଯାଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ ଥିଲେ ତିଗିରିଆ ଥାନା ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାୟକ।
ଧରିଲା ପୋଲିସ
ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ। ଏବେ ଫେରିଥିଲେ ପ୍ରଶାନ୍ତ। ବିଶ୍ବସ୍ତ ସୂତ୍ରରୁ ଖବର ପାଇଁ ତିଗିରିଆ ପୋଲିସ ଛଦ୍ମବେଶରେ ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ତାଙ୍କୁ କାବୁ କରିଥିଲା। ...
ସ୍କୁଲରେ ପଢ଼ାଉଥିବା ବେଳେ ଗିରଫ କଲା ପୋଲିସ
ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କଲା ତିଗିରିଆ ପୋଲିସ
୨୦୨୩ରେ ଏକ ହତ୍ୟା ମାମଲାରେ ଥିଲେ ମୁଖ୍ୟ ଅଭିଯୁକ୍ତ
ଗୋକର୍ଣ୍ଣଖାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ ନାୟକ ଗିରଫ
ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ
ଛଦ୍ମବେଶରେ ଯାଇ ସ୍କୁଲରୁ ଉଠାଇ ଆଣିଲା ତିଗିରିଆ ପୋଲିସ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/09/teacher-2026-01-09-10-25-36.jpg)