Advertisment
ବାଲେଶ୍ବରରେ ଘରୁ ବସ୍ତା ଭିତରୁ ନାବାଳିକାର ମୃତଦେହ ଉଦ୍ଧାର। ଶିଳ୍ପାଞ୍ଚଳ ଥାନା ସମଲପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳିକାଙ୍କ ଘର ବାହାନଗା ଅଂଚଳରେ ବୋଲି ସୂଚନା ମିଳିଛି। ସେ ଅଳିଆ ଆବର୍ଜନା ଗୋଟାଇ ପେଟ ପୋଷୁଥିଲେ।